କରୋନା ଯୋଦ୍ଧା ଉଦୟନାଥ ବଳଙ୍କ ଆତ୍ମାର ସଦଗତୀ ନିମନ୍ତେ କ୍ୟାଣ୍ଡେଲ ମାର୍ଚ୍ଚ

Spread the love

ବଡଚଣା, ୦୭/୧୦/୨୦୨୦ (ସନ୍ଧାନ ନିଉଜ) ଯାଜପୁର ଜିଲ୍ଲାର ବଡଚଣା ବ୍ଲକ ମଝିପଡା ପଞ୍ଚାୟତର ପ୍ରାକ୍ତନ ଶିକ୍ଷକ ତଥା କରୋନା ଯୋଦ୍ଧା ଉଦୟନାଥ ବଳଙ୍କର କିଛି ଦିନ ତଳେ ନିଧନ ହୋଇଥିଲା ।।ତାଙ୍କ ଅମର ଆତ୍ମାର ସଦଗତୀ ନିମନ୍ତେ ଯୁବ ବିଜେପି ନେତା ବାବାଜି ଚରଣ ଜେନାଙ୍କ ନେତୃତ୍ବରେ ଅନେକ ବିଜେପି କର୍ମୀ କ୍ୟାଣ୍ଡେଲ ମାର୍ଚ୍ଚ ସହ ପ୍ରଦୀପ ପ୍ରଜ୍ଜ୍ଵଳିତ କରିଥିଲେ ।।ଏଥିରେ ମଝିପଡା ପଞ୍ଚାୟତର ଅନେକ ବିଜେପି କର୍ମୀ, ବୁଦ୍ଧିଜୀବୀ ଓ ଶିକ୍ଷାବିତ ଯୋଗ ଦେଇ ଉଦୟନାଥ ବଳଙ୍କ ସ୍ମୃତି ଚାରଣ କରିବା ସହ ଦୁଇ ମିନିଟ୍ ପାଇଁ ନିରବ ପାର୍ଥନା କରିଥିଲେ ।।

Related Posts

About The Author

Add Comment