କବାଡିରେ ପାକିସ୍ଥାନକୁ ହରାଇଲା ଭାରତ

Spread the love
  • 8
    Shares

ଭୁବନେଶ୍ୱର (ସନ୍ଧାନ ନିଉଜ/ ବିଶ୍ଵଜିତ ପରିଡ଼ା) : ଅନ୍ତର୍ଜାତୀୟ କବାଡି ମାଷ୍ଟର ଚାମ୍ପିଅନସିପ ୨୦୧୮ରେ ଭାରତ ଏବଂ ପାକିସ୍ତାନର ଜୋରଦାର ଖେଳ ହୋଇଯାଇଛି।

ଏହି ରେ ପାକିସ୍ଥାନକୁ ୩୬:୨୦ ପରାସ୍ତ କରି ଭାରତ ପରବର୍ତ୍ତୀ ପର୍ଯ୍ୟାୟରେ ପହଁଚିଛି।

ପରବର୍ତ୍ତୀ ଭାରତ ଏବଂ କେନିଆ ମଧ୍ୟରେ ହେବାକୁ ଯାଉଚି।

  • 8
    Shares

Related Posts

About The Author

Add Comment