କଟକ-ଭୁବନେଶ୍ଵର ସରକାରୀ କର୍ମଚାରୀଙ୍କ ପାଇଁ ୧୧ରୁ ବସ୍‌ ସେବା

Spread the love
ଭୁବନେଶ୍ଵର, ୧୦/୦୫ (ସନ୍ଧାନ ନିଉଜ) : ଆସନ୍ତା ୧୧ ତାରିଖରୁ କଟକରୁ-ଭୁବନେଶ୍ଵର ଆସୁଥିବା ସରକାରୀ କର୍ମଚାରୀଙ୍କ ପାଇଁ ଓଡ଼ିଶା ସଡ଼କ ପରିବହନ ନିଗମ ପକ୍ଷରୁ ଓଏସ୍‌ଆର୍‌ଟିସି ବସ୍‌ ସେବା ଆରମ୍ଭ କରାଯିବ। ଏଥିପାଇଁ ଯାତ୍ରୀ ପିଛା ୩୦ ଟଙ୍କା ଭଡ଼ା ଧାର୍ଯ୍ୟ କରାଯାଇଛି। ପରିବହନ ବିଭାଗର ଏହି ପ୍ରସ୍ତାବକୁ ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା ଅନୁମୋଦନ କରିଛନ୍ତି। ସାମାଜିକ ଦୂରତା ରକ୍ଷା କରି ପରିବହନ ସେବା ଆରମ୍ଭ କରିବାକୁ ସରକାର ପ୍ରାଥମିକ ସ୍ତରରେ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

Related Posts

About The Author

Add Comment