କଟକରେ ମୋଦିଙ୍କ ଭାଷଣ: କହିଲେ ମହାନଦୀ ପାଣି ରୋକିବାରେ ରାଜ୍ୟ ସରକାର ବିଫଳ, ଚାଷ କ୍ଷେତ୍ରକୁ କେନ୍ଦ୍ର ସରକାର ଯୋଗାଇବ ପାଣି

Spread the love
  • 17
    Shares
  • କଟକରେ ମୋଦିଙ୍କ ଭାଷଣ,
  • କହିଲେ ମହାନଦୀ ପାଣି ରୋକିବାରେ ରାଜ୍ୟ ସରକାର ବିଫଳ
  • ଚାଷ କ୍ଷେତ୍ରକୁ କେନ୍ଦ୍ର ସରକାର ଯୋଗାଇବ ପାଣି
    କଟକ (ସନ୍ଧାନ ନିୟୁଜ୍/ମାନସ ରାଉତ) ରାଜ୍ୟ ସରକାର ଓଡିଶାଭାସୀଙ୍କୁ ଭୂଆ ଭୁଲାଉଛନ୍ତି । ମହାନଦୀର ପାଣି ରୋକିବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ଚାଷୀ କୂଳ ପାଣି ନପାଇ ଚାଷ ଚାଡୁଛନ୍ତି ଏବଂ ଆତ୍ନହତ୍ୟାର ପଥକୁ ବାଛି ନେଉଛନ୍ତି । ଆଜି ଏଭଳି ଡଙ୍ଗରେ ରାଜ୍ୟ ସରକାରଙ୍କୁ ଆଙ୍ଗିଳି ଦେଖାଇଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜର ଭାଷଣରେ ରାଜ୍ୟ ସରାକର ପାରବା ପଣିଆ ପ୍ରତି ଆଙ୍ଗୁଳି ନଦେ୍ର୍ଧଶ କରିବା ସହିତ କେନ୍ଦ୍ର ସରକାର ଚାଷୀ ମାନଙ୍କ ସହିତ ରହିବ ଏବଂ ସେମାନଙ୍କ ବିକାଶ କରିବ ବୋଲି କହିବା ସହିତ ଚାଷ କ୍ଷେତ୍ରକୁ ପାଣି ଯୋଗାଇବ ବୋଲି ମୋଦି କହିଛନ୍ତି ।

                                       ଲାଇବ୍ ଦେଖିବା ପାଇଁ ୟୁଉ ଟ୍ୟୁ ସନ୍ଧାନ ଟିଭି ସର୍ଚ କରନ୍ତୁ

  • 17
    Shares

Related Posts

About The Author

Add Comment