ଓଡ଼ିଶା ଆଜିଠୁ ସ୍ପଟ୍ ଆଡମିଶନ

Spread the love

ଭୁବନେଶ୍ଵର,୧୬/୦୮,(ସନ୍ଧାନ ନିଉଜ) :ରାଜ୍ୟରେ ଯୁକ୍ତ ତିନି କଲେଜରେ ଖାଲିପଡିଥିବା ସିଟ୍‌ ପୂରଣ ପାଇଁ ଆଜିଟୁ ସ୍ପଟ ଆଡମିଶନ। ଆଜି ଓ ଆସନ୍ତାକାଲି ଦୁଇ ଦିନ ଛାତ୍ରଛାତ୍ରୀମାନେ ସେମାନଙ୍କ ନାମ ପ଼ଞ୍ଜୀକରଣ କରିପାରିବେ। ୧୮ ତାରିଖରେ ସିଲେକସନ୍‌ ତାଲିକା ପ୍ରକାଶ ପାଇବ। ୨୩ତାରିଖରେ ନାମଲେଖା ହେବ।

ଆସନ୍ତା ୨୪ତାରିଖରୁ ପାଠପଢା ଆରମ୍ବ ହେବ। ପୂର୍ବରୁ ୨ଟି ପର୍ଯ୍ୟାୟରେ ନାମଲେଖା ହୋଇଥିବାବେଳେ ଅନେକ କଲେଜରେ ସିଟ୍‌ ଖାଲି ପଡିଛି। ଏଗୁଡିକୁ ପୂରଣ ପାଇଁ ଆଜିଠୁ ସ୍ପଟ ଆଡମିଶନ କରାଯାଉଛି

Related Posts

About The Author

Add Comment