ଏପ୍ରିଲ ୧ରୁ ଅପଡେଟ୍‌ ହେବ ଏନପିଆର

ନୂଆଦିଲ୍ଲୀ, ୧୭/୨/୨୦ (ସନ୍ଧାନ ନିଉଜ) :  ଅପ୍ରେଲ 1ରୁ  ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର (ଏନପିଆର)କୁ ଅପଡେଟ୍‌ କରିବା ପାଇଁ  କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ନୂଆ ଦିଲ୍ଲୀ ନଗର ନିଗମ (ଏନଡିଏମସି ) ଅଞ୍ଚଳରେ ପ୍ରଥମ ଦେଶବାସୀଙ୍କ ତରଫରୁ ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନାମାଙ୍କନ ପତ୍ର ଦାଖଲ କରିବେ ।

ଏହି ଦିନ ଉପରାଷ୍ଟ୍ରପତି  ଭେଙ୍କୟା ନାଇଡୁ  ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଲିଷ୍ଟରେ ସାମିଲ କରାଯିବ । ତେବେ ରାଷ୍ଟ୍ରପତିଙ୍କ ଠାରୁ ଏନପିଆର ପ୍ରକ୍ରିୟା ଆରମ୍ଭ  ହେବାର  ନିୟମ ରହିଛି ।

Related Posts

About The Author

Add Comment