କଟକ, ୨୬/୦୩/୨୦୨୨ (ସନ୍ଧାନ ନିଉଜ) : କଟକ ସଦରର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ତରଫରୁ ସଭାପତି ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ ଆହ୍ବାନ କ୍ରମେ କାର୍ଯ୍ୟକର୍ତ୍ତା ବର୍ଗ କିଶନନଗର ସ୍ଥିତ ତହସିଲ ସମ୍ମୁଖ ଜାଗରଯାତ୍ରା ପଡିଆରେ ସଫେଇ କରାଯିବା ସହ ସ୍ୱଚ୍ଛତା ସଚେତନ ବାର୍ତ୍ତ ବାଣ୍ଟିଛନ୍ତି । ଏହି କାର୍ଯ୍ୟକ୍ରମରେ ଦିପକକୁମାର ସାମଲ,ମନୋଜ ବେହେରା,ଯାମିନୀ ମୋହନ ସାହୁ,ମଣ୍ଟୁ ସାମଲ, ସୋମ୍ୟରଞ୍ଜନ ବେହେରା, ଶୁଭକାନ୍ତ ସେଠି,ସଞ୍ଜୟ ଭୋଇ,ସନିଆ ଭୋଇ ଆଦି ବହୁ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ ।
ଉତ୍କଳ ବିକାଶ ପରିଷଦ ପକ୍ଷରୁ ସ୍ୱଚ୍ଛତା ଅଭିଯାନ
|
March 26, 2022 |