ଇଂ. ଅଶୋକ ବିଶ୍ଵାଳ ଏବଂ ସଂଗଠକ ନାରାୟଣ ମହାନ୍ତି  ପାଇଲେ ପ୍ରତିଭା ସମ୍ମାନ ଉତ୍ସବ -୨୦୨୧

Spread the love
କଟକ ୧୦ /୧୧ (ସନ୍ଧାନ ନିଉଜ) ପ୍ରତିଭା ସଂସ୍କୃତିକ କଳା ପରିଷଦ ପକ୍ଷରୁ କଟକ ସଦର ୪୨ ମୌଜା ଶ୍ରୀରାମ ମାର୍କେଟ ସ୍ଥିତ କନକ ଦୁର୍ଗା ମଣ୍ଡପ ଠାରେ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କଳା ପରିଷଦ ସଭାପତି ସାମ୍ବାଦିକ ଆଲୋକ  କୁମାର ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଠାରୁ ଉଲ୍ଲେଖନୀୟ କୃତିତ୍ୱ ନେଇ ସାହିତ୍ୟିକ ତଥା ବିଶିଷ୍ଟ ରାଜନୀତିଜ୍ଞ ଇଂ.ଅଶୋକ କୁମାର ବିଶ୍ବାଳ,ଦକ୍ଷ ସଂଗଠକ ତଥା ସାରସ୍ବତ ସାଧକ ନାରାୟଣ ଚନ୍ଦ୍ର ମହାନ୍ତିଙ୍କୁ ପ୍ରତିଭା ସମ୍ମାନ ଉତ୍ସବ – ୨୦୨୧ ପ୍ରଦାନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ପ୍ରଭାତ ଦେବତା,ସାଧାରଣ ସମ୍ପାଦକ ରାମଚନ୍ଦ୍ର ଗୋଛାୟତ,ବିନୋଦ ବିହାରୀ ବେହେରା,ଦୁଃଖିଶ୍ୟାମ ପ୍ରଧାନ, ଆରୁପାନନ୍ଦ ଚୌଧୁରୀ, ସୁବୋଧ ବେହେରା, ରିଷି କାଣ୍ଡି ପ୍ରମୁଖ ଉପସ୍ଥିତଥିଲେ ।

Related Posts

About The Author

Add Comment