ଧର୍ମଶାଳା ,୧୯/୧୦(ସନ୍ଧାନ ନିୟୁଜ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ସୁଭଦ୍ରାପୁର ଗ୍ରାମରେ ଆମ ସ୍ୱାଭିମାନ ସ୍ୱେଚ୍ଚାସେବୀ ଅନୁଷ୍ଟାନ ପକ୍ଷରୁ ଗ୍ରାମ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏଥିରେ ଗ୍ରାମ ସଫେଇ,ଗ୍ରାମ ଡ୍ରେନ ସଫା କରିବା ସହିତ ଗ୍ରମବାସିଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରାଯାଇଥିଲା । ଏଥିରେ ସୁଶୀଲ କୁମାର ସାହୁ,ଉମେଷ ନାୟକ,ସୁରେଶ ପ୍ରସାଦ ସାହୁ,ବିଚିତ୍ର ସାହୁ,ସଂଜୟ ନାୟକ,ତନ୍ମୟ କୁମାର ପୃଷ୍ଟି,ହରିହର ସାହୁ,ବାସୁଦେବ ସାହୁ,ପ୍ରମୋଦ ପୃଷ୍ଟି,ସୁଶାନ୍ତ ସାହୁ,ଜୟନ୍ତ କୁମାର ସାହୁ,ଦୋଳମଣି ସାହୁ,ପ୍ରମୋଦ ପୃଷ୍ଟି,ବ୍ରହ୍ମାନନ୍ଦ ମହାରଣା,ଦୀପକ ସାହୁ,ମଂଟୁ ସାହୁ ପ୍ରମୁଖ ଗ୍ରାମ ସଫେଇ କରିବା ସହିତ ସଚେତନତା ସୃଷ୍ଟି କରିଥିଲେ । ପଦ୍ମନାଭ ସାହୁ,ରଘୁନାଥ ସାହୁ,ଗିରିଧାରୀ ସାହୁ ଏବଂ ଛଚିନ୍ଦ୍ର ସାହୁ ଏହାର ନେତୃତ୍ୱ ନେଇଥିଲେ ।
ଆମ ସ୍ୱାଭିମାନ ସ୍ୱେଚ୍ଚାସେବୀ ଅନୁଷ୍ଟାନ ପକ୍ଷରୁ ଗ୍ରାମ ସଫେଇ
|
October 19, 2019 |