ଅଜବ ପରମ୍ପରା : ପରପୁରୁଷକୁ ଖୁସି କଲେ ପରିବାରର ମନସ୍କାମନା ପୂରଣ ହୁଏ

Spread the love

ବାଲି , (ସନ୍ଧାନ ନିୟୁଜ୍) : ଭାରତୀୟ ସଂସ୍କୃତିରେ ମହିଳାଙ୍କୁ ଘରର ଲକ୍ଷ୍ମୀ ବୋଲି କୁହାଯାଏ। କାରଣ ସେମାନେ ନିଜର ମମତାର ଡୋରିରେ ପରିବାରକୁ ଗୋଟିଏ ସୂତ୍ରରେ ବାନ୍ଧି ରଖନ୍ତି। ପରିବାରକୁ ଯେତେ ବିପଦ ଆସିଲେ ମଧ୍ୟ ସେହି ସମ୍ପର୍କର ଡୋରିକୁ କେହି ଛିଡ଼ାଇ ପାରନ୍ତିନାହିଁ। କିନ୍ତୁ ଏହି ପରମ୍ପରା ବିଶ୍ୱରେ ଅନ୍ୟ ଦେଶରେ ବିରଳ। ଅବସ୍ୟ ଭିନ୍ନ ଭିନ୍ନ ରାଷ୍ଟ୍ରରେ ନିଜସ୍ୱ ପରମ୍ପରା ଏବଂ ସଂସ୍କୃତିକୁ ସମ୍ମାନ ଦିଆଯାଏ। ସେହି ଅନୁଯାୟୀ, ଇଣ୍ଡୋନେସିଆରେ ଏକ ଭିନ୍ନ ପରମ୍ପରା ରହିଛି।

ଯେଉଁଠି ମହିଳାଙ୍କୁ ପର ପୁରୁଷଙ୍କ ସହିତ ସମ୍ପର୍କ ରଖିଲେ ପରିବାରକୁ ଶୁଖ ଶାନ୍ତି ଫେରିଥାଏ ବୋଲି ବିଶ୍ୱାସ। ଇଣ୍ଡୋନେସିଆର ବାଲି ସହରରେ ଏହି ନିଆରା ପର୍ବ କାହିଁ କେଉଁ କାଳରୁ ପାଳିତ ହୋଇଆସୁଛି.

Related Posts

About The Author

Add Comment