୯୦୦ ଲିଟର କିରୋସିନି ଜବତ, ୩ ଗିରଫ

Spread the love

ରାସଗୋବିନ୍ଦପୁର,୧୮/୧୨/୨୦୨୦ (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ଗତକାଲି ବିଳମ୍ବିତ ରାତିରେ ଚୋରା କିରାସିନି ଚାଲାଣ ହେଉଥିବା ଖବର ପାଇ ରାସଗୋବିନ୍ଦପୁରବ୍ଲକ୍ ମୂଷାମାରୀଠାରେ ଚଢ଼ଉ କରିଥିଲା ପୁଲିସ ଘଟଣାସ୍ଥଳରୁ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୯୦ ଲିଟର କିରାସିନିଜବତ କରିଛି ପୁଲିସ ଗିରଫ ୩ ଅଭିଯୁକ୍ତ ହେଲେ ବାଲେଶ୍ବରଜିଲ୍ଲାର ଶତ୍ରୁଘ୍ନ ଭୋଇ, ବାଙ୍ଗୁରୁ ମାଝା ଓ ସୁମିତ ରଣା ସମସ୍ତଙ୍କୁ  କୋର୍ଟ ଚାଲାଣ କରାଯାଇଛି ସୂଚନାଯୋଗ୍ୟ, ରାସଗୋବିନ୍ଦପୁର ବ୍ଲକ୍ ଅଞ୍ଚଳରେ ଦୀର୍ଘଦିନ ହେଲାଚୋରା କିରାସିନି ଚାଲାଣ ହେଉଥିବା ବାରମ୍ବାର ଅଭିଯୋଗ ହେଉଥିଲା।

Related Posts

About The Author

Add Comment