୪ ଆରପିଏଫ୍‌ ଅଧିକାରୀ ନିଲମ୍ବିତ

Spread the love

ଝାରସୁଗୁଡ଼ା, ୧୪/୧/୨୦୨୦ (ସନ୍ଧାନ ନିଉଜ) : ଚାଉଳ ଚୋର ଘଟଣାରେ ୪ ଜଣ ଆରପିଏଫ୍‌ ଅଧିକାରୀ ନିଲମ୍ବିତ । ଝାରସୁଗୁଡ଼ା ରାମ ମନ୍ଦିର ପାଖ ଏକ ପରିତ୍ୟକ୍ତ ଘରୁ ୨୮୮ ବସ୍ତା ପିଡିଏସ୍‌ ଚାଉଳ ଜବତ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।ଘଟଣାରେ ଝାରସୁଗୁଡ଼ା ତେଳିଭଟ ଅଞ୍ଚଳର ତିନି ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Related Posts

About The Author

Add Comment