ସୁନା ଶସ୍ତା ହେଲା

Spread the love
ନୁଆଦିଲ୍ଲୀ ୦୪/୦୨(ସନ୍ଧାନ ନିଉଜ ) : ବଜେଟ୍ ପରେ ସୁନା ଓ ରୂପା ଦାମ କମିଛି। ସୋମବାର ଦିଲ୍ଲୀ ସର୍ରୋଫା ବଜାରରେ ୧୦ ଗ୍ରାମ ସୁନାର ଦାମ୍ ୨୮୧ ଟଙ୍କା ହ୍ରାସ ପାଇଛି। ଏକ କିଲୋଗ୍ରାମ ରୂପାର ଦାମ୍ ଖସିଛି ୭୧୨ ଟଙ୍କା। ସର୍ରୋଫା ବଜାରରେ ସୁନାର ଦାମ୍ ପ୍ରତି ୧୦ ଗ୍ରାମ ୪୨,୦୨୯ ଟଙ୍କା ଥିବା ବେଳେ ଆଜି ହୋଇଛି ୪୧,୭୪୮ ଟଙ୍କା। ସେହିପରି ରୂପାର ଦାମ୍ ପ୍ରତି କିଲୋଗ୍ରାମ ୪୮,୨୧୮ ଟଙ୍କାରୁ ୪୭,୫୦୬କୁ କମିଛି।

Related Posts

About The Author

Add Comment