ସିଲ ହୋଇ ଥିବା ମଦ ଦୋକାନରୁ ଚୋରି   

Spread the love

ରାଉରକେଲା,୧୫/୦୪ (ସନ୍ଧାନ ନିୟୁଜ) : ରାଉରକେଲାର ନୟାବଜାର ଅଞ୍ଚଳରୁ ସିଲ ହୋଇ ଥିବା ମଦ ଦୋକାନରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । କିଛି ଦୁର୍ବୃତ୍ତ ମଦ ଦୋକାନର ଆଜବେଷ୍ଟସ ଭାଙ୍ଗି ମଦ ଚୋରି କରିଛନ୍ତି । ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେତେ ପରିମାଣର ମଦ ଚୋରି ହୋଇଛି ତାହା ତଦନ୍ତ ପରେ ଜଣାପଡିବ ।

Related Posts

About The Author

Add Comment