ଭୁବନେଶ୍ୱର, ୨୬/୧୦ (ସନ୍ଧାନ ନିୟୁଜ) ସିବିଆଇର ଅନ୍ତଃ କନ୍ଦଳ ମାମଲାର ତଦନ୍ତ ୧୦ ଦିନ ମଧ୍ୟରେ ସାରିବାକୁ କେନ୍ଦ୍ରସରକାରଙ୍କୁ ସୁପ୍ରିମ କୋର୍ଟ ସିଭିସିକୁ ନିର୍ଦ୍ଦେଶ। ଜଣେ ବିଚାରପତିଙ୍କ ମାଧ୍ୟମରେ ତଦନ୍ତ ସାରି ରିପୋର୍ଟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଗାମି ୧୨ ତାରିଖରେ ପରବର୍ତ୍ତି ଶୁଣାଣି ହେବ। ଏହି ଶୁଣାଣି ସମୟରେ ନୂତନ ସିବିଆଇ ଅନ୍ତରୀଣ ନିର୍ଦ୍ଦେଶକ ନାଗେଶ୍ୱର ରାଓ କୌଣସି ନୀତିଗତ ନିଷ୍ପତ୍ତି ଗ୍ରହଣ କରି ପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି। ପଦରୁ ହଟାଯିବା ବିରୋଧରେ ସୁପ୍ରିମ୍କୋର୍ଟ ଯାଇଥିଲେ ଆଲୋକ ବର୍ମା। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍ ଏସ.କେ କାଉଲ ଏବଂ ଜଷ୍ଟିସ୍ କେଏମ୍ ଯୋଶେଫଙ୍କୁ ନେଇ ଖଣ୍ଡପୀରେ ଏହି ମାମଲାର ଶୁଣାଣି ହୋଇଛି। ସୂଚନାଯୋଗ୍ୟଯେ, ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ରାତି ଅଧିଆ ଛୁଟିରେ ପଠାଇଦେବାର କେନ୍ଦ୍ର ସରକାରଙ୍କର ନିଷ୍ପତ୍ତିକୁ ବିରୋଧ କରି ଆଲୋକ ବର୍ମା ସୁପ୍ରୀମ କୋର୍ଟର ଦ୍ୱାରସ୍ଥ ହୋଇଥିଲେ।
ସିବିଆଇର ଅନ୍ତଃ କନ୍ଦଳ ମାମଲା ଶୁଣାଣି: ୧୦ ଦିନ ମଧ୍ୟରେ ତଦନ୍ତ ସାରିବାକୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ

Related Posts
ଅକ୍ଷୟତୃତୀୟା ନଅଙ୍କ ଦୁର୍ବିକ୍ଷ ଓ ଶ୍ରୀଜଗନ୍ନାଥ
ଫନୀ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଆସନ୍ତାକାଲି ସଂଧ୍ୟା ସୁଦ୍ଧା ୮ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ
ବୈଜ୍ଞାନିକଙ୍କ ବଡ଼ ଅାବିଷ୍କାର: ଚନ୍ଦ୍ରରେ ରହୁଥିଲେ ଏଲିୟନ୍; ଜୀବନଧାରଣ ଲାଗି ଥିଲା ଏବେ ଠାରୁ ଅଧିକ ଅନୁକୂଳ ବାତାବରଣବୈଜ୍ଞାନିକଙ୍କ ବଡ଼ ଅାବିଷ୍କାର: ଚନ୍ଦ୍ରରେ ରହୁଥିଲେ ଏଲିୟନ୍; ଜୀବନଧାରଣ ଲାଗି ଥିଲା ଏବେ ଠାରୁ ଅଧିକ ଅନୁକୂଳ ବାତାବରଣବୈଜ୍ଞାନିକଙ୍କ ବଡ଼ ଅାବିଷ୍କାର: ଚନ୍ଦ୍ରରେ ରହୁଥିଲେ ଏଲିୟନ୍; ଜୀବନଧାରଣ ଲାଗି ଥିଲା ଏବେ ଠାରୁ ଅଧିକ ଅନୁକୂଳ ବାତାବରଣବୈଜ୍ଞାନିକଙ୍କ ବଡ଼ ଅାବିଷ୍କାର: ଚନ୍ଦ୍ରରେ ରହୁଥିଲେ ଏଲିୟନ୍; ଜୀବନଧାରଣ ଲାଗି ଥିଲା ଏବେ ଠାରୁ ଅଧିକ ଅନୁକୂଳ ବାତାବରଣବୈଜ୍ଞାନିକଙ୍କ ବଡ଼ ଅାବିଷ୍କାର: ଚନ୍ଦ୍ରରେ ରହୁଥିଲେ ଏଲିୟନ୍; ଜୀବନଧାରଣ ଲାଗି ଥିଲା ଏବେ ଠାରୁ ଅଧିକ ଅନୁକୂଳ ବାତାବରଣବୈଜ୍ଞାନିକଙ୍କ ବଡ଼ ଅାବିଷ୍କାର: ଚନ୍ଦ୍ରରେ ରହୁଥିଲେ ଏଲିୟନ୍; ଜୀବନଧାରଣ ଲାଗି ଥିଲା ଏବେ ଠାରୁ ଅଧିକ ଅନୁକୂଳ ବାତାବରଣବୈଜ୍ଞାନିକଙ୍କ ବଡ଼ ଅାବିଷ୍କାର: ଚନ୍ଦ୍ରରେ ରହୁଥିଲେ ଏଲିୟନ୍; ଜୀବନଧାରଣ ଲାଗି ଥିଲା ଏବେ ଠାରୁ ଅଧିକ ଅନୁକୂଳ ବାତାବରଣବୈଜ୍ଞାନିକଙ୍କ ବଡ଼ ଅାବିଷ୍କାର: ଚନ୍ଦ୍ରରେ ରହୁଥିଲେ ଏଲିୟନ୍; ଜୀବନଧାରଣ ଲାଗି ଥିଲା ଏବେ ଠାରୁ ଅଧିକ ଅନୁକୂଳ ବାତାବରଣବୈଜ୍ଞାନିକଙ୍କ ବଡ଼ ଅାବିଷ୍କାର: ଚନ୍ଦ୍ରରେ ରହୁଥିଲେ ଏଲିୟନ୍; ଜୀବନଧାରଣ ଲାଗି ଥିଲା ଏବେ ଠାରୁ ଅଧିକ ଅନୁକୂଳ ବାତାବରଣବୈଜ୍ଞାନିକଙ୍କ ବଡ଼ ଅାବିଷ୍କାର: ଚନ୍ଦ୍ରରେ ରହୁଥିଲେ ଏଲିୟନ୍; ଜୀବନଧାରଣ ଲାଗି ଥିଲା ଏବେ ଠାରୁ ଅଧିକ ଅନୁକୂଳ ବାତାବରଣବୈଜ୍ଞାନିକଙ୍କ ବଡ଼ ଅାବିଷ୍କାର: ଚନ୍ଦ୍ରରେ ରହୁଥିଲେ ଏଲିୟନ୍; ଜୀବନଧାରଣ ଲାଗି ଥିଲା ଏବେ ଠାରୁ ଅଧିକ ଅନୁକୂଳ ବାତାବରଣବୈଜ୍ଞାନିକଙ୍କ ବଡ଼ ଅାବିଷ୍କାର: ଚନ୍ଦ୍ରରେ ରହୁଥିଲେ ଏଲିୟନ୍; ଜୀବନଧାରଣ ଲାଗି ଥିଲା ଏବେ ଠାରୁ ଅଧିକ ଅନୁକୂଳ ବାତାବରଣବୈଜ୍ଞାନିକଙ୍କ ବଡ଼ ଅାବିଷ୍କାର: ଚନ୍ଦ୍ରରେ ରହୁଥିଲେ ଏଲିୟନ୍; ଜୀବନଧାରଣ ଲାଗି ଥିଲା ଏବେ ଠାରୁ ଅଧିକ ଅନୁକୂଳ ବାତାବରଣ


