ସାରନଗରୀରେ ୬୩୦ ଗ୍ରାମର ଜାତୀୟ ଫଳ !

Spread the love

ରାଉରକେଲା, ୦୧/୦୭/୨୦ (ସନ୍ଧାନ ନିଉଜ) : ଭାରତର ଜାତୀୟଫଳ କହିଲେ ଆମ୍ବକୁ ବୁଝାଇଥାଏ ।  ଆମ୍ବର ଚାହିଦା ସର୍ବାଗ୍ରେ ରହିଥାଏ ।  ଏଠାରେ ପ୍ରକାଶ ଥାଉକି, ଦକ୍ଷିଣ ରାଉରକେଲା ଫର୍ଟିଲାଇଜର ଟାଉନସିପରେ ଏକ ବଗିଚାର ଆମ୍ବଗଛରେ ୬୩୦ ଗ୍ରାମ ଓଜନର ଆମ୍ବ ଚର୍ଚ୍ଚାର ପରିସର ମଧ୍ୟରେ ରହିଛି । ଫର୍ଟିଲାଇଜର ଟାଉନସିପ କ୍ୱାର୍ଟର ନଂ. ସି-୧୩୯ରେ ରହୁଥିବା ଆରଏସପି କର୍ମଚାରୀ ଯୁଧିଷ୍ଠିର ପଶାୟତଙ୍କ ବଗିଚାରେ ଥିବା ଆମ୍ବ ଗଛରେ ଫଳିଥିବା ଆମ୍ବ ଦେଶୀ ଜାତୀୟ ତଥା ଆମ୍ବ ଗୁଡ଼ିକ ଅତ୍ୟନ୍ତ ସ୍ୱାଦିଷ୍ଟ ବୋଲି ସେ ପ୍ରକାଶ କରିଥିଲେ ।

Related Posts

About The Author

Add Comment