ସାରଥିଙ୍କ ଆଉ ୩ ଟି ପ୍ଲଟ୍ କୁ ନିଜ ଅକ୍ତିଆରକୁ ନେଲା ପ୍ରବର୍ତ୍ତନ ନିର୍ଦେଶାଳୟ

Spread the love

କେନ୍ଦ୍ରାପଡା୧୪ା୧୨(ସନ୍ଧାନ ନିଉଜ)ନିଜକୁ ଅବତାରି ପୁରୁଷ ଓ ଭଗବାନ ବୋଲି କହି ଲୋକମାନଙ୍କୁ ଠକି ଦିର୍ଘ ଦିନ ଜେଲ୍ ରେ ରହି ଜାମିନରେ ଆସିଥିବା  ସାରଥି ଓରଫ ସନ୍ତୋଷ ରାଉଳଙ୍କର ନାମରେ ଥିବା ଆଉ ୩ଟି ପ୍ଲଟ୍ କୁ ଜବତ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ। ଜବତ ହୋଇଥିବା ଏହି ପ୍ଲଟ୍  ବାରିମୁଳ ଆଶ୍ରମ ଓ ସତ୍ୟମ ଚାରିଟେବୁଲ୍ ଟ୍ରଷ୍ଟ୍ ସଦସ୍ୟଙ୍କ ନାଁରେ ଥିବା ଜଣାପଡିଛି । କେନ୍ଦ୍ରପଡା ଜିଲ୍ଲା ଗରାପୁର ‌ମୌଜାରେ ଥିବା ଏହି ପ୍ଲଟ୍‌ଗୁଡ଼ିକୁ ମନି ଲଣ୍ଡରିଂ ଆକ୍ଟ-୨୦୦୨, ସେକସନ୍‌-୮(୪)ରେ ପ୍ରବର୍ତ୍ତନ ନିର୍ଦେଶାଳୟ ନିଜ ଅକ୍ତିଆରକୁ ନେଇଛି।

Related Posts

About The Author

Add Comment