ସାବୁନ ବୋଝଇ ଟ୍ରକ ଦୃଘଟଣା ଗ୍ରସ୍ତ, ଅଳ୍ପକେ ବର୍ତିଲେ ଡ୍ରାଇଭର ଓ ହେଲପର

Spread the love

ବାରିପଦା ୧୫/୦୯ (ସନ୍ଧାନ ନିଉଜ) ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ୫୩ ନମ୍ବର ରାଜ୍ୟ ରାଜପଥ ଗୋଡଭଙ୍ଗା ଘାଟୀ ରେ ରାତି ୧୨,୩୦ ସମୟରେ ସାବୁନ ବୋଝେଇ ୧୨ ଚକିଆ ଟ୍ରାକ UP,20T-0095 ଗାଡି ନମ୍ବର ହରିଦ୍ବାର ରୁ କଟକ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ତେବେ ଡ୍ରାଇଭର ହେଲପର ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ଗୋଡଭଙ୍ଗା ଘାଟୀ ଅଣସରିଆ ଯୋଗୁଁ ବାରମ୍ବାର ଦୁର୍ଘଟଣା ସବୁ ସମୟରେ ହେଉଥିବା ବେଳେ ଏହି ରାସ୍ତା ଦେଇ କଲିକତା ଅଭିମୁଖେ ସବୁ ସମୟରେଏହି ଅଣଅ ସାରିଆ ରାସ୍ତା ରେ ପ୍ରତେକ ଦିନ ଶହ ଶହ ଗାଡ଼ି ଯିବା ଆସିବା କରୁଥିବା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଆସୁଛି ତେବେ କେତେବେଳେ କିଏ ମୁର୍ତ୍ୟୁ ମୁଖରେ ପଡୁଛି ତୋ କିଏ ମୁର୍ତ୍ୟୁ ମୁଖରୁ ବର୍ତ୍ତୀ ଯାଉଛି, ବାରମ୍ବାର ଅଭିଯୋଗ ପରେ ମଧ୍ୟ୍ୟ ସରକାରଙ୍କ ନଜର ରେ ଏହି 53 ନମ୍ବର ରାଜ୍ୟ ରାଜପଥ ଟି ସରକାରଙ୍କ ନଜର କୁ ଆସିପାରୁନି, ତେବେ କେବେ ସରକାରଙ୍କ ନଜରକୁ ଆସୁଛି ଏବଂ କେବେ ରାସ୍ତା ସମସ୍ୟା ଦୂର ହେଉଛି ଦେଖିବାକୁ ବାକି ରହଲା

ମୟୁରଭଞ୍ଜ ରୁ ଲିଙ୍ଗରାଜ ପଣ୍ଡା ଏବଂ  ଦୀପକ ପାଣୀଗ୍ରାହୀ ଙ୍କ ରିପୋର୍ଟ

Related Posts

About The Author

Add Comment