ଶୁକୃଳି, 26.11.2020 (ଲିଙ୍ଗରାଜ ପଣ୍ଡା) : ଆଦିବାସୀ ଅଧୁଷିତ ମୟୂରଭଞ୍ଜ ଜିଲ୍ଲାରେ ପ୍ରତ୍ୟେକ ଦିନ କରୋନା ରୋଗୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କରୋନା ଭୁତାଣୁ ପାଇଁ କେବଳ ମୟୂରଭଞ୍ଜ ଜିଲ୍ଲା ନୁହେଁ ବରଂ ବିଶ୍ୱରେ ଆତଙ୍କିତ ଖେଳିଯାଇଛି । ମୟୂରଭଞ୍ଜ ଜିଲ୍ଲାରେ କିଛି ମାସ ପୂର୍ବରୁ ଅଧୁକାଂଶ ସମୟରେ ଲକ ଡାଉନ ଓ ସଟା ଡାଉନ କାରଣରୁ ଅର୍ଥନୈତିକ କ୍ଷେତ୍ରରେ ମାନ୍ଦା ପରିସ୍ଥିତି ସୃଷ୍ଟି ହୋଇଛ ପ୍ରବାସୀ ଓଡ଼ିଆ ଓଡ଼ିଶାଫେରିବା ପରେ ଏଠାରେ ଅନେକ ଲେକ ବେକାର ହେଇ ଯାଇଛନ୍ତି। ଏହି ଭଳି ପରିସ୍ଥିତିରେ ଅର୍ଥନୈତିକ ବିକାଶ ପାଇଁ ଉଦ୍ୟମ ଆରମ୍ଭ କରିଛି ଆଦିବାସୀ ଉନ୍ନୟନ ସଂସ୍ଥା ସ୍ଥାନୀୟ ଜନସାଧାରଣ ଓ ପ୍ରବାସୀ ଓଡ଼ିଆଙ୍କୁ ନେଇ ଶୁକୃଳି ବ୍ଲକ ଅନ୍ତର୍ଗତ ଜାମଦାପାଳ ଗାଁରେ ୬୦ ଏକର ଜାଗାରେ ଆରମ୍ଭ ହେଇଛି ମକା ଚାଷ ଯେଉଁ ଜାଗା ଆଦରକାରୀ ହେଇପଡିଥିଲା ସେଇ ଜାଗାକ। ଚାଷ ଉତ୍ପଯୋଗୀ କରିଛି ଆଦିବାସୀ ଉନ୍ନୟନସଂସ୍ଥା ଆଧୁନିକ ଯନ୍ତ୍ର ପାତି ସାହାଯ୍ୟରେ ଶଙ୍କର ଜାତୀୟ ମକା ଚାଷ କରାଯାଇଛି କେବଳ ମକା ନୁହଁ ଏହି ସ୍ଥାନରେ ମଧ୍ୟ କାଜୁ ଗଛି ଲଗା ଚାଲିଛି କାଜୁ ଗଛ ମଧ୍ୟ ଥୁବା ଫାଙ୍କା ଜାଗାରେ ଆଧୁନିକ ପ୍ରଣାଳୀରେ ଧାଡ଼ିରେ ମକା ଯ ଚାଷ କରାଯାଇଛି ଏଥିରେ ୫୦ ଜଣକ ଚାଷୀ ବି ଅଛନ୍ତି ଏଥୁ ମଧ୍ୟରୁ ୨୫ ଜଣ ମହିଳା ଚାଷୀ ଗୋଖାଦ୍ୟ, କୁକୁଡା ଖାଦ୍ୟ ଆଦି ପ୍ରସ୍ତୁତି ବେଳେ ବି ମକା, ବିଶେଷ ଭାବେ ଦରକାର ହୋଇଥାଏ ବି ଆମ ରାଜ୍ୟରେ ମକାର ଲୋକପ୍ରିୟତା କ୍ରମଶଃ ବି ବୃଦ୍ଧି ପାଇବାରେ ଲାଗିଛି ମକାର ବହୁବିଧୂ ବ୍ୟବହାର ଯୋଗୁଁ ଏହାକୁ ଲୋକପ୍ରିୟ ବଢ଼ିବାରେ ୫ ଲାଗିଛି ଅନେକ ଲୋକ କଞ୍ଚା ମକା ପୋଡି ମୁଁ ଖାଇବାକୁ ଭଲ ପାଆନ୍ତି ଯାହା ଫଳରେ କଞ୍ଚା ମକାର ଚାହିଦା ମଧ୍ୟ ବଢିବାରେ ଲାଗିଛି।ସହରାଞ୍ଚଳରେ ଓ ସାପ୍ତାହିକ ହାଟରେ ଏହା ବହୁଳ ଭାବେ ବିକ୍ରି ହେଉଛି ଆଜିକାଲି କଞ୍ଚା,” ପୋଡି ଖାଇବା ପାଇଁ ସ୍ଵତନ୍ତ୍ର ମକା କିସମ ବାହାରିଲାଣି ମକା ବିହନ ଠାରୁ ଆରମ୍ଭ କରିକାଜୁ ଗଛ ଲଗାଇବା ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ବହନ କରୁଛନ୍ତି ଆଦିବାସୀ ଉନ୍ନୟନ ସଂସ୍ଥା ।୬୦ଏକର ଜମିରେ ହାଜର ହଜାର ମକା ଚାଷ ଦେଖୁ ଆଖପାଖ ଅଞ୍ଚଳରେ ଥିବା ଚାଷୀମାନେ ମଧ୍ୟ ଉତ୍ସାହିତ ହେଉଥିବାର ପ୍ରକାଶ କରିଛନ୍ତି । ମୟୁରଭଞ୍ଜ ଜିଲ୍ଲାର ପାଣିପବନ ପାଇଁ ବେଶ ଉପଯୋଗୀ ମକା ଚାଷ ଏହି ମକା ଚାଷ ପାଇଁ ଗାଁର ଅନେକ ଲେକମାନେ କାମ ପାଇବା ସହିତ ନୂତନ ପଦ୍ଧତିରେ ଚାଷ କରିବା ପାଇଁ ସୁଯୋଗ ପାଇଥିବାରୁ ଆ.ଟି.ଡି ଏ.ପି.ଏ କୁ ଧନ୍ୟବାଦ ଜଣାଇଛନ୍ତି ଜାମଦାପାଳ ଗାଁରେ ହେକ୍ଟର ପ୍ରତି ପ୍ରାୟ ସାଢ଼େ ସାତ ଟନ ମକା ହେଉଥିବାର ମକା ବିଶେଷଜ୍ଞ ପ୍ରକାଶ କରିଛନ୍ତି ମକାଚାଷ ପାଇଁ ଗୋଟିଏ ଏକର ପିଛା ୧୦ରୁ ୧୨ ହଜାର ଟଙ୍କା ଭିତରେ ଟଙ୍କା ଖର୍ଚ୍ଚ ହେଇଥାଏ ଆମ ଅଞ୍ଚଳରେ ଗୋଟିଏ ଏକର ପିଛା ପ୍ରାୟ ୨୦ କୁଇଣ୍ଟାଲ ଫସଲ ଅମଳ ହେଇଥାଏ ବର୍ତ୍ତମାନ ବଜାର ଦର ଅନୁଯାୟୀ ଗୋଟିଏ ଏକରର ଫସଲର ମୂଲ୍ୟ ୩୪ ରୁ ୩୫ ହଜାର ଟଙ୍କାହେବ ଏହା ତିନିମାସର ଅମଳ ହେଇଥାଏ କମ ସମୟରେ ୨ରୁ ୩ ଗୁଣା ଲାଭ ବାହରୁଥିବରୁ ମକା ଚାଷ ପାଇଁ ବେଶ ଆଗ୍ରହ ପ୍ରକାଶ କରୁଛନ୍ତି ଚାଷୀ କରଞ୍ଜିଆଁ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ମାର୍କେଟିଂ ବ୍ୟବସ୍ଥା ମଧ୍ୟ କରିଦିଆଯାଇଛି ଯାହାଫଳରେ ଚାଷୀମାନେ ବାହାରକୁ ମକା ମଞ୍ଜି ବିକିବାକୁ ଯିବାକୁ ପଡ଼ୁନି ଘର ପାଖରେ ସହଜରେ ବିକ୍ରି କରିପାରୁଛନ୍ତି । ଆଜି ଠାରୁ ବିକ୍ରି ଆରମ୍ଭ ହେଇଛି ଅଭାବି ସମୟରେ ମକା ଫସଲରୁ ବେଶ ଦୁଇପଇସା ରୋଜଗାର କରୁଥିବାରୁ ଖୁସି ଅଛନ୍ତି ଜାମଦାପାଳ ଗ୍ରାମବାସୀ
ସହଯୋଗର ହାତ ବଢ଼ାଇଲା ଆଦିବାସୀ ଉନ୍ନୟନ ସଂସ୍ଥା
|
November 26, 2020 |


