ସମ୍ବଲପୁରରେ ଏନକାଉଣ୍ଟର

Spread the love

ସମ୍ବଲପୁର, ୪/୧୦ (ସନ୍ଧାନ ନିଉଜ) : ସମ୍ବଲପୁରରେ ଶୁକ୍ରବାର ସନ୍ଧ୍ୟାରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୁଲିସ ଏନକାଉଣ୍ଟର କରିଥିବା ଜଣାପଡିଛି। ଅପରାଧୀର ନାମ ଅମିତ ବିହାରୀ ଓରଫ ଅମିତ ସାହୁ। ଅପରାଧୀ ଅମିତ ଜଣ ଲୋକଙ୍କୁ ଅପହରଣ କରି ୬୦ହଜାର ଟଙ୍କା ଦାବି କରୁଥିଲା। ପୁଲିସ ଏନକାଉଣ୍ଟର କରି ବ୍ୟକ୍ତି ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି।
ଅପରାଧୀ ଅମିତ୍ ନାମରେ ୯ରୁ ଅଧିକ ଅପରାଧୀକ ମାମଲା ରହିଥିବାବେଳେ ଅମିତକୁ ଗିରଫ କରି ପୁଲିସ ଗୋଟିଏ ପିସ୍ତଲ ଏବଂ ଗୁଳି ଜବତ କରିଥିବା ସମ୍ବଲପୁର ଏସପି କେବି ସିଂହ ସୂଚନା ଦେଇଛନ୍ତି।

Related Posts

About The Author

Add Comment