ସମୁଦ୍ର କୂଳରୁ ପ୍ଲାଷ୍ଟିକ ଉଠାଇଲେ ମୋଦି: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

Spread the love

ମାମଲ୍ଲାପୁରମ୍‌,୧୩/୧୦ (ସନ୍ଧାନ ନିୟୁଜ) ଏବେ ସୋସିଆଲ୍‌ ମିଡ଼ିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଫଟୋ ଓ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଶନିବାର ମର୍ନିଂ ଓ୍ବାର୍କ ସମୟରେ ତାମିଲନାଡୁର ମାମଲ୍ଲାପୁରମ୍‌ ସମୁଦ୍ରକୂଳରୁ ସେ ମଇଳା ଉଠାଇଛନ୍ତି। ଏହାର ଫଟୋ ଓ ଭିଡ଼ିଓକୁ ଇତିମଧ୍ୟରେ ବହୁ ଲୋକ ଲାଇକ୍‌ କରିବା ସହିତ ଭିନ୍ନ ଭିନ୍ନ କମେଣ୍ଟ ଦେବାରେ ଲାଗିଛନ୍ତି। ଏହା ଦ୍ୱାରା ଏକ ସଚେତନତା ବାର୍ତ୍ତା ସୃଷ୍ଟି ହୋଇଥିବା କେତେକ ମତାମତ ଦେଇଛନ୍ତି। ମୋଦି ହାତରେ ପଲିଥିନ ବ୍ୟାଗ୍‌, ପ୍ଲାଷ୍ଟିକ୍‌ ବୋତଲ ଆଦି ଧରିଥିବା ଦେଖିବାକୁ ମିଳୁଛି।

https://www.youtube.com/watch?v=kACUbA2rI9Q

Related Posts

About The Author

Add Comment