ଶିକ୍ଷକସମାଜ ପକ୍ଷରୁଶୋକ

Spread the love

ବାଙ୍ଗିରିପୋଷି , ୦୯/୦୬/୨୦୨୧ (ସନ୍ଧାନ ନିଉଜ) ; ବାଙ୍ଗିରିପୋଷି ବ୍ଲକ ପଥୁରୀ ସରକାରୀ ଉଚ୍ଚ ବିଦ୍ୟାଳୟର ସରକାରୀ ଶିକ୍ଷୟିତ୍ରୀ ବନିତା ସେଠୀ, ମୋରଡ଼ାବ୍ଲକ୍ରେ କାର୍ଯ୍ୟରତ ସିଆରସିସି ଅଶୋକ କୁମାର ଧଳ, ବାଙ୍ଗିରିପୋଷି ବ୍ଲକ୍କଳାବାଡ଼ି ଆଗ୍ରାମ ପଂଚାୟତ ଅନ୍ତର୍ଗତ ଜଗନ୍ନାଥ ଖୁଣ୍ଟା ନୋଡ଼ାଲ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ମୁନୁମୁର୍ମୁ ଙ୍କ ପରଲୋକରେ ଶିକ୍ଷକ ସମାଜ ପକ୍ଷରୁ ଗଭୀର ଶୋକ ପ୍ରକାଶକରାଯାଇଛି । ଶିକ୍ଷକ ସମାଜର ସଭାପତି  ଡ଼. ସରୋଜକୁମାର ନାୟକ, ପୃଷ୍ଠପୋଷକ ସଦସ୍ୟ ଅମିତାଭମିଶ୍ର, ସଦସ୍ୟଶିକ୍ଷକ ଜୟକୃଷ୍ଣ ନାୟକ, ବୁଦ୍ଧିରାମସିଂ ପ୍ରମୁଖ ଶୋକ ବ୍ୟକ୍ତ କରିବା ସହ ଏହି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ନିଷ୍ଠାପର କାର୍ଯ୍ୟ, ସମାନୁବ-ତା, ଗୁଣାତ୍ମକ ଶିକ୍ଷାଦାନ ଆଗାମୀ ଦିନରେ ସମସ୍ତଙ୍କ ପାଇଁ ଆଦର୍ଶ ହେଇ ରହିବ ବୋଲି ମତ ପ୍ରକାଶ କରିଛନ୍ତି । ଶିକ୍ଷକ ସମାଜ ପାଇଁ ଘଟଣା ସମୂହ ଅତ୍ପରଣୀୟ କ୍ଷତି ବୋଲି ସଭାପତି ଡ଼. ନାୟକ ପ୍ରକାଶ କରିଛନ୍ତି ।

Related Posts

About The Author

Add Comment