ନବରଙ୍ଗପୁର, ୧୨/୦୬/୨୦୨୧ (ସନ୍ଧାନ ନିଉଜ୍/ଟୁନା କୁମାର ମିଶ୍ର) : ୨୬ ନମ୍ବର ଜାତିୟ ରାଜପଥ ତେଲି ସାହି ଛକରେ ଥିବା ଶୈନତସୀ ଲଜ ରେ କାମ କରୁଥିବା ଯୁବକଙ୍କ ଝୁଲନ୍ତା ମୃତ ଦେହ ମିଳିଛି । ମୃତ ବ୍ୟକ୍ତି ଜଣକ ଘର ଧୋବା ସାହିର ମନୋଜ ନାୟକ ଵୟସ (୨୨) ବାପା ତିରନାଥ ନାୟକ ଲଜ୍ ବନ୍ଦ ଥିବା ବେଳେ ଗୁରୁବାର ପୁର୍ବାନ୍ନ ୧୦ଟା ସମୟ ରେ ମୋନଜ ଘରୁ ବାହାରି ଲଜ୍ କୁ ଗାଧୋଇ ବାକୁ ଆସିଥିଲେ ମାଁ ବିମଳା ନାୟକ ବାରମ୍ବାର ବାରମ୍ବାର ଫୋନ କରିଥିଲେ ମଧ୍ୟ ସେ ଉଠାଇ ନଥିଲେ ପରେ ସେ ଲଜ୍ ମାଲିକ କୁ ସେ ଫନ କରିଥିଲେ ଅପରାହ୍ନ ୩ ୩୦ ସମୟରେ ଆସି ଦେଖିଲାବେଳକୁ ବାଥରୁମ ରେ ମୋନଜ ଆତ୍ମହତ୍ୟା କରିଥିବା ଦେଖିବାକୁ ପାରିଥିଲେ ମାଲିକ ତେଣୁ ସେ ତାଙ୍କ ପରୀବାର କୁ ଓ ପୋଲିସ କୁ ଖବର ଦେଇଥିଲେ। ନବରଙ୍ଗପୁର ଅତିରିକ୍ତ ଥାନା ଅଧିକାରୀ ରାମେଶ୍ୱର ପ୍ରଧାନ ଓ ସ୍ୟମ ସୁନ୍ଦର ରଥ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ, ଓ ସବ କୁ ପୋଷ୍ଟ ମଡମ କରିବା କୁ ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା କିନ୍ତୁ ଅପରାହ୍ନ ୫ଟା ବିତି ଯାଇଥିଲା ରୁ ପୋଷ୍ଟ ମଟମ ହୋଇ ନଥିଲା। ଶୁକ୍ରବାର ଦିନ ପୋଷ୍ଟ ମଟମ ହୋଇ ଅଧିକ ତଦନ୍ତ ଚାଲିଛି।
ତାଜା ଖବର
- ଚଣ୍ଡିଖୋଲ-ଡୁବୁରୀ ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା: ୩୦ ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
- ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି, ବିଜେପି ଜାରି କଲା ୪୦ଟି ଷ୍ଟାର ପ୍ରଚାରକଙ୍କ ତାଲିକା
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ -ପେପର ଡାଉନ ଲୋଡ କରନ୍ତୁ
- ବଡ ଗାଁ ବ୍ଲକ ଇତମା ଖଡିଆ ପଡ଼ାର ନଳକୂପ ବହୁଦିନରୁ ଅଚଳ
- କୁଣ୍ଡି କଟକର ବାଇମୁଣ୍ଡି ସ୍ବର୍ଗତ ବସନ୍ତ କୁମାର ନାୟକ ଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ବାର୍ଷିକୀ ର ପ୍ରସ୍ତୁତି ବୈଠକ
- ଭୁବନେଶ୍ୱର ରେ ଛାତ୍ର ଓ ଛାତ୍ରୀ ଙ୍କୁ ଖଡ଼ି ଛୁଆଁ କଲେ ମୁଖ୍ୟମନ୍ତ୍ରୀ
- ଦତ୍ତପୁର ସେତୁ ନିର୍ମାଣ କାର୍ଯ୍ୟ ଶେଷ ହେବ କେବେ ? ନିର୍ମାଣ କାର୍ଯ୍ୟ ନିମ୍ନ ମାନର ଅଭିଯୋଗ; କାର୍ଯ୍ୟାନୁଷ୍ଠାନ ଦାବି
- ଦୁବକଣ ନୋଡାଲ ଉପ୍ରା ବିଦ୍ୟାଳୟରେ ପ୍ରବେଶ ଉତ୍ସବ ପାଳିତ
- ଗୋଚର ଯାଗାରେ ବନ୍ଧୁ ମହାନ୍ତିଙ୍କ ପ୍ରତିମୂର୍ତ୍ତି ସ୍ଥାପନ ମାମଲା ଉଚ୍ଚ ନ୍ୟାୟାଳୟରେ ମାମଲା ଖାରଜ ଗୋଚର ଜାଗାରୁ ୪ ଡିସମିଲ ଜାଗା ମୂର୍ତ୍ତି ସ୍ଥାପନ ପାଇଁ ଯୋଗେଇ ଦେବାକୁ ହାଇକୋର୍ଟଙ୍କ ନିର୍ଦେଶ
- ବହୁବିଧ ସମସ୍ୟା ଦେଇ ଗତି କରୁଛି ଦେୱାନ ପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟ


