ସୁନ୍ଦରଗଡ: ଲଗାଣ ବର୍ଷା ଯୋଗୁଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଣି ଘେରରେ

Spread the love

ସୁନ୍ଦରଗଡ ତା:୬/୭/୨୦୨୫(ସନ୍ଧାନ ନ୍ୟୁଜ/ରାଜୁ ପଟେଲ) ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିପାର୍ଶ୍ୱ ପାଣି ଘେରରେ ରହିଥିବା ଆଜି ଦେଖିବାକୁ ମିଳିଥିଲା ।ବର୍ଷ ବର୍ଷ ଧରି ଏହି ଅସୁବିଧା କତୃପକ୍ଷଙ୍କୁ ଉଦାସୀନତାକୁ ଦର୍ଶାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି ।ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା । ସରକାରଙ୍କ ତରଫରୁ ପାଞ୍ଚ ହଜାର କୋଟିର ଏନଟିପିସି ହସପିଟାଲ ତିଆରି କରିଥିବା ବେଳେ ସେଠାରେ ଲୋକଙ୍କ ଚିକିତ୍ସା ହୋଇପାରୁ ନ ଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବ୍ୟବସ୍ଥା ନ କହିବା ଭଲ । ସମାଜରେ ସ୍ଵାସ୍ଥ୍ୟ କୁ ଅଗ୍ରାଧିକାର ଦେବାର ସରକାରଙ୍କ ଉଦ୍ୟମ ଫସର ଫାଟିଥିବାର ଜିଲ୍ଲା ମୁଖ୍ୟ ଚକିତ୍ସାଲୟ ସାକ୍ଷୀ ।

Related Posts

About The Author

Add Comment