ରେମୁଣା ଟିକାକରଣ କେନ୍ଦ୍ରରେ ଅସନ୍ତୋଷ, ସ୍ଲଟ ବୁକିଂ ପରେ ବି ଦିଆଯାଉନି ଡୋଜ୍

Spread the love

ବାଲେଶ୍ୱର ୧୬/୭ (ସନ୍ଧାନ ନ୍ୟୁଜ୍) -: ରେମୁଣା ବ୍ଲକ ଶ୍ରୀଜଙ୍ଗ ଟିକାକରଣ କେନ୍ଦ୍ରରେ ତୀବ୍ର ଅସନ୍ତୋଷ । ଦ୍ୱିତୀୟ ଡୋଜ ଟିକା ପାଇଁ ଅନଲାଇନରେ ସ୍ଲଟ ବୁକ କରିଥିବା ଲୋକଙ୍କୁ ଟିକା ଦିଆଯାଉଥିବା ଅଭିଯୋଗ ହୋଇଛି । ଭୋରୁ ସେମାନେ ଲାଇନରେ ଛିଡ଼ା ହୋଇଥିଲେ ସୁଦ୍ଧା ମିଳୁନାହିଁ । ଅନଲାଇନରେ ଆସିଥିବା ଲୋକ କେମିତି ଟିକା ନେବେ ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ ।

ସ୍ଲଟ ବୁକିଂ ବିଷୟରେ ଜାଣି ନଥିବାରୁ ଓ ଅନଲାଇନରେ ବୁକିଂ କେମିତି ହୁଏ ଜାଣି ନଥିବା କହି ସକାଳ ସାଢେ ୬ରୁ ଟୀକାକରଣ କେନ୍ଦ୍ରରେ ତାଲା ପକାଇଛନ୍ତି କିଛି ଗ୍ରାମବାସୀ । ସେଥିପାଇଁ ଟିକା ଦେବା ପାଇଁ ଆସିଥିବା କର୍ମଚାରୀ ମଧ୍ୟ ବାହାରେ ଅପେକ୍ଷା କରିଛନ୍ତି,

Related Posts

About The Author

Add Comment