ରାମ ଚରିତ ମାନସ ମହୋତ୍ସବ ରେ ଆଧ୍ୟାତ୍ମିକ ସତସଙ୍ଗ

Spread the love

ଯାଜପୁର ସଦର, : ୨୮/୩/୨୬ (ସନ୍ଧାନ ନ୍ୟୁଜ )  ଚଣ୍ଡିଖୋଲ ଛକ ସନ୍ନିକଟ କଣ୍ଟିଗଡିଆଗ୍ରାମ ରେ ପ୍ରଭୁ ମାଧୁକେଶ୍ୱର୍ ମହାଦେବଙ୍କ ପୀଠ ,ନିକଟରେ ପ୍ରଭୁ ଶ୍ରୀ ଜଗନ୍ନାଥ, ଙ୍କ ମନ୍ଦିର, ମାର୍ଯ୍ୟଦା ପୁରୁଷ ଶ୍ରୀରାମଙ୍କ ମନ୍ଦିର ଅବସ୍ଥିତ। ବିଶେଷ କରି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଙ୍କ ଜନ୍ମ ଜୟନ୍ତୀ ଉତ୍ସବ ଶ୍ରୀରାମ ନବମୀ ତ୍ତିଥିରେ ହେଉଥିବାରୁ, ଶ୍ରୀରାମ ଜନ୍ମ ମହୋତ୍ସବ କମିଟି, କଣ୍ଟିଗାଡ଼ିଆ ଦ୍ଵାରା ଦୀର୍ଘ ୩୨ ବର୍ଷ ଧରି ପାଳନ ହୋଇ ଆସୁଅଛି,। ନବରାତ୍ରୀ ପୂଜା ୯ଦିନ ଧରି ଶ୍ରୀରାମ ନବମୀ ଦିନ ଶେଷ ହୋଇଥାଏ। ନବରାତ୍ରୀ ର ଚତୁର୍ଥ ରାତ୍ରରେ ଏହି ସ୍ଥାନରେ ସତସଙ୍ଗ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ସେହିଦିନ ସନ୍ଧ୍ୟା ସମୟରେସନ୍ଥ ବାବା ମନୋହର ଦାସ ମହାରାଜ ପ୍ରବଚନ ମଞ୍ଚ ନିକଟରେ ପହଂଚି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଙ୍କୁ ସ୍ମରଣ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ରାମ କଥାକୁ ଆଧାର କରି ଶ୍ରୀରାମଙ୍କ ବନବାସ ସଂପର୍କରେ ବିଷୟ ଆଲୋଚନା କରି ଥିଲେ। ୫ମ ଦିନ କଥା ବାଚକ୍ ପଣ୍ଡିତ ହୃଷିକେଶ ରଥଶର୍ମା ଶ୍ରୀ ରାମ ଚରିତ ମାନସ ସତସଙ୍ଗ ମଞ୍ଚରେ ପହଂଚି ପ୍ରଭୁଙ୍କ ନିକଟରେ ନିଜକୁ ସମର୍ପିତ କରି ପ୍ରଭୁଙ୍କ ଦିବ୍ୟ ବାଣୀ ସଂପର୍କରେ ଆଲୋଚନା କରି କୃପା ଲାଭ କରି ବନ ଗମନ କଥା ଆଲୋଚନା ଆରମ୍ଭ କରିଥିଲେ। ମର୍ଯ୍ୟାଦପୁରୁଷ ଶ୍ରୀ ରାମ, ଭରତ ମହାରାଜ, ଲକ୍ଷ୍ମଣ ମହାରାଜ, ଶତ୍ରୁଘ୍ନ ମହାରାଜ ଓ ମା ସୀତାଙ୍କ ଜୀବନୀ ଉପରେ ପର୍ଯ୍ୟବେଶିତ କରିଥିଲେ, ଭଗବାନ୍ ଶ୍ରୀ ରାମ ମା କ୍ୟେକେଇ ଙ୍କ ପାଖରେପ୍ରକାଶ କଲେ ଯେ ତୁମେ ବାପା ଦଶରଥଙ୍କୁ କହି ମୋତେ ୧୪ ବର୍ଷ ବନବାସ କରାଇ ଡିଅ, ଏବଂ ଭାରତକୁ ରାଜ ସିଂହାସନ ରେ ଅଭିଷିକ୍ତ କରାଇ ଦିଅନ୍ତୁ। ଏହାଶୁଣି ମା କ୍ୟେକେଇ ଆଶ୍ଚର୍ଯ୍ୟ ହୋଇ ରାମ କ୍ନୁ କହିଲେ ଏ କଥା କଣ ଜଣେ ମାଆର କର୍ତ୍ୟବ୍। ମୋ ଠାରେ କଳଙ୍କ ଲାଗିବ। ପ୍ରଭୁ ଶ୍ରୀ ରାମ କହିଛନ୍ତି ପୂତ୍ର କାମନାକୁ ଆଶୀର୍ବାଦ କର୍,ସାଧାରଣ ଜନତାଙ୍କ ସ୍ବାର୍ଥ ପାଇଁ, ଏହା ପରେ ମା ପୁତ୍ର କଥା ଶୁଣି ମହାରାଜ ଦଶରଥ ଙ୍କୁ ସତ୍ୟ ପାଳନ କରାଇ ଭଗବାନ୍ ଶ୍ରୀ ରାମ ଙ୍କୁ ବନବାସ ପାଇଁ ଆଦେଶ ପାଳନ କରନ୍ତି। ମର୍ଯ୍ୟାଦା ପୁରୁଷୋତ୍ତମ ଦୁଷ୍ଟ ଓ ଆସୁ

Related Posts

About The Author

Add Comment