ଯାଜପୁର ସଦର, ୩୧/୧୨/୨୫ (ସନ୍ଧାନ ନ୍ୟୁଜ ) : ଯାଜପୁର ଜିଲ୍ଲାର ବିଜୁ ଜନତା ଦଳର ଯୁବନେତା ସମ୍ବିତ ନାୟକଙ୍କୁ ଉପ ସଭାପତି ଭାବେ ନିଯୁକ୍ତି କରାଯାଇଥିବା ବେଳେ, ଏହି ଖବର ବିଜୁ ଜନତା ଦଳର କର୍ମିା ମାନଙ୍କ ମହଲରେ ପହଁଞ୍ôଛବା କ୍ଷଣି ଖୁସିର ଲହରି ଖେଳି ଯାଇଚି । ବିଭିନ୍ନ ମହଲରୁ ଶୁଭେତ୍ସାର ବାର୍ତ୍ତା ଛୁଟୁଥିବା ବେଳେ, ଶ୍ରୀ ନାୟକ ଜନେ ଦକ୍ଷତାର ସହିତ କାର୍ଯ୍ୟ କରିବେ ବୋଲି ଆଶା ରଖାଯାଇଚି. ବିଜୁ ଜନତା ଦଳର ସଭାପତି ପୂର୍ବତନ ମୁଖ୍ୟମନ୍ତ୍ରୀ ବିରୋଧି ଦଳର ନେତା ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଶୁଭେତ୍ସା ବିଜୁ ଜନତା ଦଳର ଉପସଭାପତି ପ୍ରଣବ ପ୍ରକାଶ ଦାସ ରାଜ୍ୟ ବିଜେଡ଼ି ସଭାପତି ଚିନ୍ମୟ ସାହୁଙ୍କୁ କୃତ୍ତଜ୍ଞତା ଜଣାଇଥିବା ବେଳେ, ସମ୍ବିତ ନିଯୁକ୍ତି ପାଇଥିବାରୁ ଯାଜପୁର ବିଧାୟକ ସୁଜାତା ସାହୁ ଜଣେ ଯୁବ ସଂଗଠକ ସମ୍ବିତ ହୋଇଥିବାରୁ ତାଙ୍କ ଉପରେ ଦଳ ଭରଷା କରିିଚି । ଯାଜପୁର ବିଜେଡ଼ି ସଭାପତି ସରୋଜ ମହାପାତ୍ର ରଞ୍ଜୁଲତା ହୋତା ଭବପ୍ରଶାଦ ଦାସ, ସନ୍ତୋଷ ମଲିକ, ଶିବାନନ୍ଦ ମିଶ୍ର କାଉଂସିଲର ହେମାଙ୍ଗିନୀ ମହାନ୍ତି ସୁରେନ୍ଦ୍ର ରଣା ଶୁଭେତ୍ସା ଜଣାଇଛନ୍ତି
ରାଜ୍ୟ ବିଜେଡିର ଉପସଭାପତି ସମ୍ବିତ ନାୟକ ନିଯୁକ୍ତି ହେଲେ
|
December 31, 2025 |


