ରାଜବୀର ପାଇଁ ଦାନର କେତେ ଆବଶ୍ୟକତା ?

Spread the love

ତେଣୁ ରାଜବୀର ପାଇଁ ଦାନ ନୁହେଁ ସେହିଭଳି ବ୍ୟକ୍ତି ବିଶେଷକୁ ସରକାରୀ ବେସରକାରୀ ମେଡିକାଲରେ ଯିବା ସମୟରେ କିମ୍ଭା ଛୋଟ ଛୋଟ ସମାଜ ଉପକାରରେ ସହାୟକ ହେଉଥିବା ସଂସ୍ଥାକୁ ଦାନ କରନ୍ତୁ ।

ଏବେ ରାଜ୍ୟରେ ସ୍ୱାସ୍ଥ୍ୟ ସମସ୍ୟ ଉତ୍କଟ ରୁପରେ ପଂହଚିଛି । ସରକାରୀ ମେଡିକାଲରେ ଚିକତ୍ସା ସେବା ଠିକ୍ ଭାବେ ମିଳୁନଥିବାରୁ ଲୋକମାନେ ବେସରକାରୀ ମେଡିକାଲକୁ ଭରସା କରୁଛନ୍ତି । ଏପରକି ସରକାରୀ ଡାକ୍ତର ବାବୁ ମାନେ ନାମକୁ ମାତ୍ର ସକରାରୀ ଭାବେ ରେ ରୋଗୀ ଦେଖିଥିବା ସହିତ ମନ ପ୍ରାଣ ଦେଇ ବେସରକାରୀ ଭାବେ ରୋଗୀ ମାନଙ୍କୁ ଶୋଷଣ କରୁଛନ୍ତି । ଏବେ ଯେଉଁ ରାଜବୀର ପାଇଁ ୧୬କୋଟିର ଦାନ ଟ୍ରେଣ୍ଡ ଚାଲୁଛି ଓଡିଶାରେ ତାହାର ଅସଲ ରହସ୍ୟ ଲୋକମାନେ ଜାଣି ନାହାନ୍ତି ।
ଓଡିଶାରେ ଜଣେ ଛୋଟ ପିଲାକୁ ବଂଚେଇବାକୁ ପାଇଁ ୧୬କୋଟି ଟଙ୍କା ଅବଶ୍ୟକତା ନେଇ ଏବେ ଦଲାଲ ଟାଉଟର ମାନେ ଟଙ୍କା ରୋଜଗାର କରୁଛନ୍ତି । କିନ୍ତୁ ବାସ୍ତବ ସତ୍ୟଠାରୁ ଆମ ଲୋକମାନେ ପରିଚିତ ନୁହନ୍ତି । ଏଠାରେ କେତେକ ପ୍ରଶ୍ନ ପଢ଼ନ୍ତୁ ଆଉ ନିଜର ବିବେକକୁ ପଚାରି ସାହାର୍ଯ୍ୟ କରନ୍ତୁ ।
ଆମେ କାହାକୁ ବଂଚେଇବା ଅତି ଆବଶ୍ୟକ
ଯେଉଁ ପିଲା ଏବେ ସମାଜକଣ ଜାଣିନାହିଁ ପୁଣି ଯେଉଁ ଇେଂଜକସନ ମିଳିବା ଅତ୍ୟନ୍ତ କଷ୍ଟସାଧ୍ୟ ତାହା ପୁଣି ସମୟସୀମା ମଧ୍ୟରେ ତାହାକୁ ନା ମାତ୍ର ୧ଲକ୍ଷରୁ ୫ଲକ୍ଷ ଟଙ୍କା ମଧ୍ୟରେ କିଡିନ୍ ଏବଂ ଅନ୍ୟନ ରୋଗରେ ମରୁଥିବା ଉଚ୍ଚଶକ୍ଷିତ ଯୁବକ ଯୁବତୀ ଯାହାଠାରୁ ସମାଜ ଅନେକ ଲାଭ ପାଇପରିବ ।
ଆମେ ଦାନ ନାଁରେ ଦଲାଲ ଟାଉଟର ମାନଙ୍କୁ ଟଙ୍କା ଦେବା ନାଁ ମେଡିକାଲରେ ଚିକତ୍ସତ ହେଉଥିବା ସେହି ଯୁବକ ଯୁବତୀ ଯିଏ ମାତ୍ର ଏହାଠାରୁ ଆହୁରୀ କମ ଟଙ୍କାରେଭଲ ହୋଇ ସମାଜର ଋଣ ସୁଝି ପାରିବ ।
ଆପଣମାନେ ଜାଣିନଥିବେ ରାଜବୀର ପାଇଁ କେତକ ସ୍ୱଚ୍ଛାସେବୀ ନାମରେ ଦଲାଲ ମାନଙ୍କ ସହିତ ଏଗ୍ରିମେଂଟ ହୋଇଛି ଯାହାର ଅର୍ଥରେ ମଦ ପିଇଯିବା ସହିତ ସେମାନେ ଅୟସ କରୁଛନ୍ତି ।
ଗୋଟିଏ ସତ୍ୟ ଘଟଣା ଦର୍ଶାଉଛି ଆମେ ଅତ୍ୟନ୍ତ ଗରିବ ମଧ୍ୟବିତ୍ତ ପରିବାରୁରୁ ଆସିଅଛୁ । ଆଉ ମେଡିକାଲରେ ନିଜର ସମ୍ପର୍କିୟ ମାନଙ୍କୁ ଅତି ନିକଟରୁ ମରିବା ଦେଖିଛୁ ହେଲେ ମୋର ଜଣେ ମାମୁଁ ଝିଅ ଯିଏକି ଇଂଜିନିୟରରେ ପ୍ରଥମ ଶ୍ରେଣୀରେ ପାସ କରି ମେଂଟାଲ ରୋଗରେ ପିଡିତ ହୋଇଛି । ଯଦିଓ କିଛି ଧାର କରଜ କରି ଚିକତ୍ସା କରାଯାଇଥିଲା ହେଲେ ସମ୍ପୁଣ୍ଣ ଅର୍ଥ ଅଭାବରୁ ତାର ଚିକତ୍ସା କରାଯାଇପାରିଲା ନାହିଁ । ଅପର ପଟରେ ନିଜର ଭାଇର ଏବଂ ମାମୁଁର ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଧାର କରଜ କରି ଭଲ କରିବାକୁ ପ୍ରୟାସ କରୁଛୁ । ସମାଜରେ ଯେଉଁ କାର୍ଯ୍ୟରେ ରୋଗୀ ଭଲ ହେବାର ନାହିଁ ସେଥି ପାଇଁ ଟଙ୍କା ଦାନ କରନ୍ତୁ ନାହିଁ । ବରଂ ତାହା ବଦଳରେ ଓଡିଶାରେ ଅନେକ ଛୋଟଛୋଟ ଖବର କାଗଜ ସଂସ୍ଥା, ଭଲ କାର୍ଯ୍ୟକରୁଥିବା ଛୋଟଛୋଟ ସମାଜସେବୀ, ସେହିଭଳି ସଂସ୍ଥାକୁ ଟଙ୍କା ଦିଅନ୍ତୁ ଯାହାର ଫାଇଦା ସମସ୍ତ ସମାଜରେ ଆସିପାରିବ ।

Related Posts

About The Author

Add Comment