ରାଜଧାନୀରେ ମୁଖାପିନ୍ଧା ଆତଙ୍କ,  ୪ ଗିରଫ

Spread the love
ଭୁବନେଶ୍ୱର, ୧୨/୦୧/୨୦ (ସନ୍ଧାନ ନିଉଜ) : ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଅପରାଧୀ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଗତ ୧୦ତାରିଖ ଦିନ ରାଜମହଲ ଛକ ସ୍ଥିତ ମାର୍କେଟ ବିଲ୍ଡିଂରେ ୩୦ଜଣ ଯୁବକ ମୁଖା ପିନ୍ଧି ୩୦ରୁ ଅଧିକ ଉଠା ଦୋକାନ ଭାଙ୍ଗିବା ସହ ଦୋକାନୀକୁ ପିଟିଥିଲେ । ଆଜି ମାର୍କେଟ ବିଲ୍ଡିଂରେ ଦୁର୍ବୁତ୍ତଙ୍କ ଗୁଣ୍ଡାରାଜ ମାମଲାରେ ବିଭିନ୍ନ ଜାଗାରେ ଚଢ଼ାଉ କରି ଆଉ ୪ଜଣଙ୍କୁ ଗିରଫ କରିଛି ପୋଲିସ । ଆସନ୍ତାକାଲି ୧୮ଜଣଙ୍କୁ ଗିରଫ କରିଥିଲା କ୍ୟାପିଟାଲା ଥାନା ପୋଲିସ ।

Related Posts

About The Author

Add Comment