ଯାଜପୁର, ୦୬/୦୩/୨୦୨୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାରେ ପୌରପରିଷଦ ୧୮ଟି ୱାର୍ଡ଼କୁ ପ୍ରାର୍ଥିଙ୍କ ନାମ ବିଜେଡ଼ି ଘୋଷଣା କରିଥିବା ବେଳେ, ବିଜେଡ଼ିର ଯୁବ ସଂଗଠକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଅଧ୍ୟକ୍ଷା ପ୍ରାର୍ଥି ଭାବେ ରଞ୍ଜୁଲତା ହୋତାଙ୍କୁ ଅଧ୍ୟକ୍ଷା ପଦ ପାଇଁ ପ୍ରାର୍ଥô କରିଥିବା ବିଜେଡ଼ି ଜଣାଯାଇଚି । ୧୮ଟି ୱାର୍ଡ଼କୁ ନେଇ ଯାଜପୁର ପୌରପରିଷଦ ଗଠନ ହୋଇଥିବା ବେଳେ, କାଉନସିଲର ଅଧ୍ୟକ୍ଷ ପଦ ପାଇଁ ଜଣେ ଗୃହିଣୀକୁ ଶ୍ରୀ ଦାସ ମନୋନିତ କରିଥିବା ଯାଜପୁର ଜିଲ୍ଲାରେ ଶଙ୍ଖନାଦର ସ୍ୱର ପଂଚାୟତ ନିର୍ବାଚନରେ ପଞ୍ଚଜନ୍ୟ ଶଙ୍ଖ ବାଜି ଉଠିଥିଲା । ଯାହାକି ପୌରପରିଷଦ ନିର୍ବାଚନରେ ରଞ୍ଜୁଲତା ବିଜେଡ଼ିରୁ ଅଧ୍ୟକ୍ଷ ପ୍ରାର୍ଥି ଭାବେ ନିର୍ବାଚନ ରଣାଙ୍ଗନକୁ ଶ୍ରୀମତୀ ହୋତା ଓହ୍ଲାଇଛନ୍ତି । ଯାହାକି ନଂ ୧ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆର୍ଶୀବାଦକୁ ପାଥେୟକରି ଶ୍ରୀମତୀ ହୋତା ପୌରପରିଷଦ ଅଧ୍ୟକ୍ଷା ଭାବରେ ବିଜୟ ହେବାପାଇଁ ନିର୍ବାଚନ ରଣାଙ୍ଗନକୁ ଆସିଛନ୍ତି । ଯାହାକି ଯୁବ ସଂଗଠକ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ଯାଜପୁର ପୌରପରିଷଦ ଗଠନ ହେବ ବୋଲି ଯାଜପୁର ପୌରପରିଷଦର ମେୟର ପଦକୁ ରଞ୍ଜୁଲତା ହାତେଇ ନେବେବୋଲି । ଏଠାରେ ସୂଚନା ଯୋଗ୍ୟ ଯେ, ରଞ୍ଜୁଲତା ହୋତା ଏକ ମିଶନ ଶକ୍ତିର ସଦସ୍ୟ ରହିଥିବା ବେଳେ, ରଞ୍ଜୁଲତା ଜଣେ ଗୃହିଣୀ ଭାବରେ ବେଶ ପରିଚିତ ଅଟନ୍ତି । ୧୮ଟି ୱାର୍ଡ଼ର କାଉସିଲର ପ୍ରାର୍ଥô ମାନଙ୍କ ନାମ ଘୋଷଣା କରାଯାଇଚି । ୱାର୍ଡ଼ ୧ ସରିତା ଖୁଣ୍ଟିଆ, ୨ ରିନାବାଳା ସାମନ୍ତ, ୩ ସନ୍ତୋଷ କୁମାର ମଲିକ, ୪ ମାମିନା ତରେଇ, ୫ ରାଜ କିଶୋର ମହାନ୍ତି, ୬ ମାନଗୋବିନ୍ଦା ପତି, ୭ ରୁନା ବେହେରା, ୮ ସେକ୍ ମୃତୁଜା, ୯ ରବିନ୍ଦ୍ର ସାହୁ, ୧୦ ମିନାକ୍ଷୀ ନନ୍ଦ, ୧୧ ହେମାଙ୍ଗିନୀ ମହାନ୍ତି, ୧୨ ରାଜିବ ବେହେରା, ୧୩ ଜିତେନ୍ଦ୍ର ସାହୁ, ୧୪ ତିଲୋତ୍ତମା ରାୟ, ୧୫ ସୁବାଷିଶ ରାଉତ, ୧୬ ପତିଆ ଦେହୁରୀ, ୧୭ ତିଲୋତ୍ତମା ସାହୁ, ୧୮ ସୁରେନ୍ଦ୍ର ରଣାଙ୍କ ନାମ ଘୋଷଣା କରାଯାଇଚି । ପ୍ରାର୍ଥିମାନେ ଆସନ୍ତା କାଲି ସେମାନଙ୍କର ପ୍ରାର୍ଥିପତ୍ର ଦାଖଲ କରାଯିବ ବୋଲି ସୂଚନା ମିଳିଚି । ବିଜେଡ଼ି ପକ୍ଷରୁ ପ୍ରାଥିମାନଙ୍କ ନାମ ଘୋଷଣା ।
ରଞ୍ଜୁଲତାଙ୍କୁ ବିଜେଡ଼ିରରୁ ଅଧ୍ୟକ୍ଷା ପାଇଁ ମନୋନିତ କଲେ
|
March 6, 2022 |