ଯାଜପୁର, ୨୧/ ୦୩ (ସନ୍ଧାନ ନିଉଜ)- ଯାଜପୁର ପୌରନିର୍ବାଚନ ପରିପ୍ରେକ୍ଷୀରେ ଯାଜପୁର ଅଧ୍ୟକ୍ଷା ପ୍ରାର୍ôଥନୀ ପ୍ରିୟଦର୍ଶିନୀ ସାମନ୍ତ ଓ ସମସ୍ତ କାଉନ୍ସିଲର ପ୍ରାର୍ଥୀମାନେ ଭୋଟରଙ୍କ ହୃଦୟ ଜୟ କରିବା ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି । ଯାଜପୁର ବିଧାୟକ ପ୍ରାର୍ଥୀ ସନ୍ତୋଷ ନନ୍ଦ, ଜିଲ୍ଲା କଂଗ୍ରେସ୍ ସଭାପତି ମନୋଜ ରାଉତ, ବଳଭଦ୍ର ଦାସ, ବିଭୂତି ମହାପାତ୍ର ପ୍ରଭୂତି ଶତାଧିକ ନେତୃ ମଣ୍ଡଳୀମାନେ ଘର ଘର ବୁଲି ପ୍ରଚାରକୁ ଜୋରଦାର କରିବା ସହିତ କିପରି କଂଗ୍ରେସ୍ ଦଳକୁ ଲୋକ ଭୋଟ୍ ଦେବେ ସେଥିପାଇଁ ଲୋକଙ୍କ ମନଜିଣିବା ପାଇଁ ଚେଷ୍ଟା କରୁଛନ୍ତି ।
ଯାଜପୁର କଂଗ୍ରେସର ମାରାଥନ ପ୍ରଚାର
|
March 21, 2022 |
