ମୟୂରଭଞ୍ଜ କୋରନା ପାଇଁ ୮୩୭ ଟି.ଏମ୍.ସି ରେ ୩୫ ହଜାର ୧୨୫ ଶଯ୍ୟା ପ୍ରସ୍ତୁତ ;

Spread the love

ବାରିପଦା, ୨୭/୦୬/୨୦ (ସନ୍ଧାନ ନିଉଜ) : ମୟୂରଭଞ୍ଜ ଜିଲ୍ଲାର ୨୬ଟି ବ୍ଲକ୍ ସହିତ ୪ଟି ସହରା ଞ୍ଚଳ କୋରନା ପଜେଟିଭ୍ ଆକ୍ରାନ୍ତ ରୋଗୀଙ୍କ ଚିକିସôା ନିମନ୍ତେ ମୋଟ ୮୩୭ଟି ଅସ୍ଥାୟୀ ମେଡିକାଲ୍ କେନ୍ଦ୍ରରେ ୩୫୧୨୫ଟି ଶଯ୍ୟା ପ୍ରସ୍ତୁତ ହୋଇଥିବା ମଧ୍ୟରୁ ଗତ କାଲି ସୁଧା କାର୍ଯ୍ୟ କ୍ଷମ ଥିବା ମୋଟ୪୨୩ଟି କେନ୍ଦ୍ରରେ ଚିକିସôା ପାଇଁ ଭର୍ତ୍ତି ହୋଇଥିବା ୩୧୨୨୫ ଜଣଙ୍କ ମଧ୍ୟରୁ ୨୫୮୬୫ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୫୩୬୩ ଜଣ ଚିକିସôାଧୀନ ରହିଥିବାର ପ୍ରଶାସନ ପକ୍ଷରୁ ପ୍ରକାଶ ସୂଚନା ମିଳିଛି । ୨୬ଟି ବ୍ଲକରେ ପ୍ରସ୍ତୁତ ହୋଇ ରହିଥିବା ୮୨୬ଟି ଟି.ଏମ୍.ସି ରେ ୩୪୧୪୪ଟି ଶଯ୍ୟା ବ୍ୟବସ୍ତା ରହିଛି । ସେଥି ମଧ୍ୟରୁ କାର୍ଯ୍ୟ କ୍ଷମ ଥିବା ୪୧୭ଟ ଟି.ଏ୍ମ.ସି ରେ ୩୦୮୯୪ ଜଣ ଚିକିସôା ପାଇଁ ଭର୍ତ୍ତି ହୋଇଥିବା ବେଳେ ଗତ କାଲି ସୁଧା ୨୫୬୬ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରି ସାରିଲେଣି ।ଏବଂ ୫୨୮୮ ଜଣ ଚିକିତ୍ସାଧୀନ ଅଛନ୍ତି ବାରିପଦା ଓ ରାଇରଙ୍ଗପୁର ପୈରାଅଞ୍ଚଳ ଏବଂ କରଜିଆ ଓ ଉଦଳା ଏନ୍.ଏ.ସି ରେ ୧୧ଟି ଟି.ଏମ୍.ସି ରେ ୯୮୦ ଟି ଶଯ୍ୟା ପ୍ରସ୍ତୁତ ହୋଇଛି । ସେଥିମଧ୍ୟରୁ କାର୍ୟ୍ୟ କ୍ରମ ଥିବା ଟି.ଏମ୍.ସି ରେ ୩୩୧ ଜଣ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ଗତକାଲି ସୁଦ୍ଧା ୨୫୯ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରି ଗଲେଣି । ଏବଂ ମାତ୍ର ୭୩ ଜଣ ଚିକିତ୍ସା ଧୀନ ଅଛନ୍ତି । କୋଭିଡ ପାଇଁ ଉଗଜୠ ପକ୍ଷରୁ ଚିକିତ୍ସାଧୀନ ରୋଗୀଙ୍କ ପାଇଁ ପ୍ରୋତ୍ସାହନ ରାଶି ସ୍ୱରୂପ ମୋଟ୍ ୨୨୭୬୩୭୧୨ ଟଙ୍କା ମିଳିଛି । ପ୍ରତ୍ୟେକ ରୋଗୀଙ୍କୁ ୨୦୦୦ ଟଙ୍କା କରି ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉ ଥିବା ଅନୁଯାୟୀ ଗତକାଲି ସୁଦ୍ଧା ୧୧୨୬୫ ଜଣଙ୍କୁ ମୋଟ୍ ୨୨୫୩୦୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିଯାଇଛି ଏବଂ ବଳକା ରାଶି ୨୩୩୭୧୨ ଟଙ୍କା ରହିଥିବାର ପ୍ରକାଶ ।ଉପଖଣ୍ଡ ଅନ୍ତର୍ଗତ ୧୦ଟି ବ୍ଲକ ମଧ୍ୟରୁ ବଡ଼ସାହିର ୨୬ଟି କେନ୍ଦ୍ରରେ ଭର୍ତ୍ତି ହୋଇଥିବା ୧୪୦୨ ଜଣଙ୍କ ମଧ୍ୟରୁ ୧୦୭୨ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ବର୍ତ୍ତମାନ ୩୩୦ ଜଣଙ୍କ ମଧ୍ୟରୁ ଶୁଳିଆପଦାର ୨୬ଟି କେନ୍ଦ୍ରରେ ୩୦୧୯ ଜଣଙ୍କ ମଧ୍ୟରୁ ୨୬୯୭ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୩୨୩ ଜଣ ବେତନଟୀ ର ୨୪ଟି କେନ୍ଦ୍ରରେ ୧୮୩୧ ଜଣଙ୍କ ମଧ୍ୟରୁ ୧୬୩୩ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୧୯୮ ଜଣ , ମୋରଡାର ୨୧ଟି କେନ୍ଦ୍ରରେ ମୋଟ ୨୪୪୧ ଜଣଙ୍କ ମଧ୍ୟରୁ ୨୦୯୨ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୩୪୯ ଜଣ , ବାଙ୍ଗିରିପୋଷିର ୨୦ଟି କେନ୍ଦ୍ରରେ ମୋଟ ୧୩୪୭ ଜଣଙ୍କ ମଧ୍ୟରୁ ୧୧୧୩ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୨୩୪ ଜଣ , କୁଳିଅଣାର ୧୭ଟି କେନ୍ଦ୍ରରେ ମୋଟ ୧୨୦୦ ଜଣଙ୍କ ମଧ୍ୟରୁ ୯୦୩ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୨୯୭ ଜଣ , ସାରସକଣାର ୧୭ଟି କେନ୍ଦ୍ରରେ ୧୨୩୮ ଜଣଙ୍କ ମଧ୍ୟରୁ ୯୯୭ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୨୪୧ ଜଣ , ରାସଗୋବିନ୍ଦପୁର ୧୬ଟି କେନ୍ଦ୍ରରେ ମୋଟ ୧୩୮୮ ଜଣଙ୍କ ମଧ୍ୟରୁ ୧୧୭୫ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୨୧୩ ଜଣ , ଶାମାଖୁଣ୍ଟାର ୧୪ ଟି କେନ୍ଦ୍ରରେ ମୋଟ ୬୭୦ ଜଣଙ୍କ ମଧ୍ୟରୁ ୫୧୬ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୧୫୪ ଜଣ ଏବଂ ବାରିପଦାର ୧୨ଟି କେନ୍ଦ୍ରରେ ମୋଟ ୭୦୪ ଜଣଙ୍କ ମଧ୍ୟରୁ ୫୯୧ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୧୩ ଜଣ ଚିକିତ୍ସାଧୀନ ରହିଛନ୍ତି ।କପ୍ତିପଦା ଉପଖଣ୍ଡ ଅନ୍ତର୍ଗତ ଚାରୋଟି ବ୍ଲକ ମଧ୍ୟରୁ କପ୍ତିପଦା ୩୩ଟି କେନ୍ଦ୍ରରେ ୩୦୦୧ ଜଣଙ୍କ ମଧ୍ୟରୁ ୧୬୮୭ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୩୧୪ ଜଣ , ଉଦଳାର ୧୩ଟି କେନ୍ଦ୍ରରେ ମୋଟ ୧୦୧୫ ଜଣଙ୍କ ମଧ୍ୟରୁ ୭୯୮ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୨୧୭ ଜଣ , ଗୋପବନ୍ଧୁ ନଗରର ୧୦ଟି କେନ୍ଦ୍ରରେ ୮୧୬ ଜଣଙ୍କ ମଧ୍ୟରୁ ୬୪୪ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୧୭୨ ଜଣ ଏବଂ ଖୁଣ୍ଟାର ୧୦ଟି କେନ୍ଦ୍ରରେ ମୋଟ ୫୮୯ ଜଣଙ୍କ ମଧ୍ୟରୁ ୫୨୨ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୬୭ ଜଣ ଚିକିତ୍ସାଧୀନ ରହିଛନ୍ତି ।ବାମନଘାଟି ଉପଖଣ୍ଡ ଅନ୍ତର୍ଗତ ୭ଟି ବ୍ଲକ ମଧ୍ୟରୁ ବିଶୋଇର ୧୬ଟି କେନ୍ଦ୍ରରେ ୮୩୯ ଜଣଙ୍କ ମଧ୍ୟରୁ ୭୩୫ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୧୦୪ ଜଣ କୁସୁମୀର ୧୬ଟି କେନ୍ଦ୍ରରେ ମୋଟ ୯୫୯ ଜଣଙ୍କ ମଧ୍ୟରୁ ୭୪୧ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୨୧୮ ଜଣ , ବହଳଦାର ୧୩ଟି କେନ୍ଦ୍ରରେ ୯୬୮ ଜଣଙ୍କ ମଧ୍ୟରୁ ୭୬୧ଜଣ , ଜାମଦାର ୧୩ଟି କେନ୍ଦ୍ରରେ ୧୨୨୧ ଜଣଙ୍କ ମଧ୍ୟରୁ ୧୦୭୭ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୧୪୪ ଜଣ , ବିଜାତଳାର ୧୨ଟି କେନ୍ଦ୍ରରେ ମୋଟ ୬୪୮ ଜଣଙ୍କ ମଧ୍ୟରୁ ୪୭୯ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୧୬୯ ଜଣ , ତିରିଂର ୧୦ଟି କେନ୍ଦ୍ରରେ ୯୧୬ ଜଣଙ୍କ ମଧ୍ୟରୁ ୭୧୮ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୧୯୮ ଜଣ ଏବଂ ରାଇରଙ୍ଗପୁରର ୯ଟି କେନ୍ଦ୍ରରେ ୪୯୬ ଜଣଙ୍କ ମଧ୍ୟରୁ ୪୦୬ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୯୦ ଜଣ ଚିକିତ୍ସାଧୀନ ରହିଛନ୍ତି । ପାଞ୍ଚପିଢ଼ି ଉପଖଣ୍ଡ ଅନ୍ତର୍ଗତ ୫ଟି ବ୍ଲକ ମଧ୍ୟରୁ ଠାକୁରମୁଣ୍ଡା ୧୮ଟି କେନ୍ଦ୍ରରେ ମୋଟ ୧୨୭୬ ଜଣଙ୍କ ମଧ୍ୟରୁ ୧୦୧୧ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୨୬୫ ଜଣ , ଯଶିପୁରର ୧୭ଟି କେନ୍ଦ୍ରରେ ମୋଟ ୯୪୪ ଜଣଙ୍କ ମଧ୍ୟରୁ ୬୭୯ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୨୬୫ ଜଣ , କରଂଜିଆର ୧୨ଟି କେନ୍ଦ୍ରରେ ମୋଟ ୮୭୦ ଜଣଙ୍କ ମଧ୍ୟରୁ ୬୫୩ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୧୨୭ ଜଣ , ରରୁଆଁର ୧୨ଟି କେନ୍ଦ୍ରରେ ମୋଟ ୬୪୩ ଜଣଙ୍କ ମଧ୍ୟରୁ ୪୬୧ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୧୮୨ ଜଣ ଏବଂ ଶୃକୁଳିର ୧୦ଟି କେନ୍ଦ୍ରରେ ମୋଟ ୫୪୩ ଜଣଙ୍କ ମଧ୍ୟରୁ ୪୪୬ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୯୭ ଜଣ ଚିକିତ୍ସାଧୀନ ରହିଛନ୍ତି ।

Related Posts

About The Author

Add Comment