ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଗୋଟିଏ ମାସର ଦରମା ଦାନ କଲେ ଶିକ୍ଷୟତ୍ରୀ

Spread the love

ଭୁବନେଶ୍ୱର,୧୨/୦୪ (ସନ୍ଧାନ ନିୟୁଜ) କରୋନା ରେ ଭାରତର ଅର୍ଥନୀତି ଦୁର୍ବଳ ହୋଇ ପଡିଥିବା ବେଳେ ରାଜ୍ୟର ଆର୍ଥିକ ପରିସ୍ଥିତି ମଧ୍ୟ ଜଟିଳ। ଏପରି ସମୟରେ ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷ ସହାୟତାର ହାତ ବଢାଇଛନ୍ତି। କେନ୍ଦୁଝରଜିଲ୍ଲା ହାଟଡ଼ିହି ବ୍ଲକ ଗୋପ ସ୍କୁଲର ସହକାରୀ ଶିକ୍ଷୟତ୍ରୀ ଦେବଶ୍ରୀ ପରିଡ଼ା ତାଙ୍କ ଗୋଟିଏ ମାସର ଦରମା ୨୯୩୨୦ଟଙ୍କା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ କୋଭିଡ଼-19 ରିଲିଫ ଫଣ୍ଡ କୁ ଦାନ କରି ନିଜ ମହନିୟତାର  ପରିଚୟ ଦେଇଛନ୍ତି।

Related Posts

About The Author

Add Comment