ମାଲକାନଗିରି, ୩୦/୦୫ (ସନ୍ଧାନ ନିଉଜ) ମାଲକାନାଗିରି ଏସବିଆଇ ବ୍ୟାଙ୍କରେ ରହୁନି ସମାଦୁରତା | ମାଲକାନଗିରି ଜିଲ୍ଲାର କାଲିମେଳା ବକ୍ଲର କାଲିମେଳା SBIବ୍ୟାଙ୍କ ରେ ଆଜି ସକାଳ ୧୧ ଘଣ୍ଡିକା ସମୟରେ ଅଧିକ ଜନ ଗହଳି ହୋଇ ଥିଲାଆଜି ପଯ୍ୟନ୍ତ କାଲିମେଳାରେ ୯ ରୃ ଅଧିକ ଲୋକ କୋରଣା ରୋଗର ଶିକାର ହୋଇଥିବା ସତେ ଲୋକ ମାନଙ୍କ ମଧ୍ୟରେ କୋଣସି ଭୟ ଦେଖିବା କୁ ମିଳି ନ ଥିଲା କାଲିମେଳା ବ୍ୟାଙ୍କ ରେ ଆଜି ୧୦୦ରୂ ୧୫୦ଲୋକ ଏକ ଘଣ୍ଟା ମଧ୍ୟରେ ଆସୁଥିବାର ଦେଖି ବାକୁ ମିଳିଛି ଲୋକ ମାନଙ୍କ ମଧ୍ୟରେ କୋଣସି ଦୂରତା ନ ଥିବାର ଦେଖି ବ୍ୟାଙ୍କ କମୋଛାରୀ ବାରମ୍ଭାର ବୁଜାଇବା ସତେ ଲୋକ ମାନେ ବୁଜିବାକୁ କୁଣ୍ଟବଧ ହୋଇଥିଲେ ବ୍ୟାଙ୍କ କମଛାରି ମାନେ ପ୍ରତ୍ୟେକଙ୍କ ମଧ୍ୟରେ ୩ମିଟର ଦୁରତା ରଖିବା କୁ ନିବେଧନ କରିଥିଲେ ଏବଂ ବ୍ୟାଙ୍କ କାର୍ଯ୍ୟ ଆରମ୍ଭ କରିଥିଲେ |
ମାଲକାନାଗିରି ଏସବିଆଇ ବ୍ୟାଙ୍କରେ ରହୁନି ସମଦୁରତା
|
May 30, 2020 |
