ମାର୍ଜିତାପୁରରେ ବିଜେଡି ମିଶ୍ରଣ ପର୍ବ

Spread the love

ଯାଜପୁର,୧୦ /୨ (ସନ୍ଧାନ ନିୟୁଜ/ ପ୍ରଶାନ୍ତ ସାମଲ ) ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀ ଏଗାରନମ୍ବର ଜୋନ ଜେନାପୁର ଥାନାଅଧୀନ ମାର୍ଜିତାପୁର ହେଙ୍ଗୁଳା ପଡିଆ ପରିସରରେ ଆଜି ଅପରାହ୍ନରେ ଏକ ମିଶ୍ରଣପର୍ବ ବୋହୁଆଡ଼ମ୍ବର ରେ ଅନୁଷ୍ଠିତ ହେଇଯାଇଛି ଯାଜପୁରସାଂସଦଙ୍କ ପ୍ରତିନିଧି ଉତ୍କଳ ମଣି ଦାଶଙ୍କ ପରିଚାଳନା ରେଆୟୋଜିତ  ଏହି ମିଶ୍ରଣପର୍ବରେ  ସ୍ଥାନୀୟ ଅଞ୍ଜିରା  ଏଣ୍ଡଳବା ରେଖିଦେଇପୁର ତାଳଜଙ୍ଗ କବାଟବନ୍ଧ ମର୍ଜୀତାପୁର ମଧୁସୁଦନପୁର ରାଇଚନ୍ଦା ପଞ୍ଚାୟତତର  ଶତାଧିକ କଂଗ୍ରେସ ବଜେପି କର୍ମୀ ବିଜେଡିରେ  ମିଶିଥିବା କର୍ମୀମାନଙ୍କୁ ଫୁଲତୋଡ଼ା ଉତ୍ତରିଣୀ ପ୍ରଦାନକରି ସ୍ୱାଗତ କରିଥିଲେ ମାର୍ଜିତାପୁରପଞ୍ଚାୟତର  ବିଜେଡି ସଭାପତି ତଥା ରେଖୀଦେଇପୁର ପଞ୍ଚାୟତର ନୀଳମଣିପଣ୍ଡା  ଏଣ୍ଡଳବା ପଞ୍ଚାୟତର ସୁଧାଂଶୁ ଭୂଷଣ ସାହୁ ତାଳଜଙ୍ଗପଞ୍ଚାୟତର ପୂର୍ବତନ ସରପଞ୍ଚ ତାପସ କୁମାର ପଣ୍ଡା ଧର୍ମଶାଳା ଛାତ୍ରସଙ୍ଘଠକ ଅମରେସ ଦାଶ ଯୁବସଙ୍ଘଠକ ସିଦ୍ଧାଥ ମହାନ୍ତିପ୍ରମୁଖ ରାଜ୍ୟ ସରକାରଙ୍କ ସମୟୋକ ପଦକ୍ଷେପରେ ଅଭିଭାସଣଦେଇଥିଲ ନବୀନ ସରକାର ତଥା ବିଧାୟକଙ୍କର ନୀତି ଆଦର୍ଶ ଓ ଲୋକାରମୁଖି କାର୍ଯ୍ୟକର୍ମରେ ସନ୍ତୁଷ୍ଟହୋଇ ବିଜେଡିରେମିଶିଥିଲେ ଏଥିରେ ସାଂସଦ ଶ୍ରୀମତୀ ରିତା ତରେଇ ବିଧାୟକ ଶ୍ରୀଯୁକ୍ତ ପ୍ରଣବ ବଳବନ୍ତରାୟ ଯାଜପୁର ଜିଲ୍ଲା ବିଜେଡି ସାଧାରଣସମ୍ପାଦକ ପ୍ରିୟ ନାଥମହାପାତ୍ର ଧର୍ମଶାଳନିର୍ବାଚନମଣ୍ଡଳୀର ସଭାପତି ଜଳଧରମହାନ୍ତି ରାଜ୍ୟ କାର୍ଯ୍ୟକରିଣୀସଭ୍ୟ ଜଳଧରସାହୁ ଧର୍ମଶାଳାବ୍ଲକ ସଭାପତି ନିରଞ୍ଜନବଳ ରାଜ୍ୟ ବିଜେଡିସଭାପତି ଅମରେସପାତ୍ର ପ୍ରମୁଖ ଅତିଥିରୂପେ ଯୋଗ ଦେଇଥିଲେ

Related Posts

About The Author

Add Comment