ମହିଳା ସଶକ୍ତିକରଣ ଅନୁଯାଇ ବାଲିସଙ୍କରା ବ୍ଲକ ସାପଡେଗର ଗ୍ରାମରେ ଉନ୍ନତ ପ୍ରଣାଳୀରେ ଚାଷ ତାଲିମ ପ୍ରଦାନ

Spread the love

ସୁନ୍ଦରଗଡ଼ ତା:୨୭/୧୧/୨୦୨୧( ସନ୍ଧାନ ନିଉଜ/ରାଜୁ ପଟେଲ ) ବାଲିସଙ୍କରା ବଳିଛକ ଅନ୍ତର୍ଗତ ତୁମଳିଆ ପଞ୍ଚାୟତର ସାପଡେଗର ଗ୍ରାମରେ ଆଡୁବାସୀ ଉନ୍ନୟନ ଚାଷ ଜୀବିକା ଓ ଏସଟିସି ପ୍ରକଳ୍ପ ତରଫରୁ କ୍ଷୁଦ୍ରନାମମାତ୍ର ୬୮ମହିଳାକୁ ନେଇ ଥିବା ତୁଳସୀ ଉତ୍ପାଦନ ଗୋଷ୍ଠୀଙ୍କ ଆଳୁ ଚାଷର ତାଲିମ ପ୍ରଦାନ କରାଯାଇଛି । ଏହି ଚାଷ ୮୪ଏକରରେ ଚାସ୍କ୍ରି ମହିଳାମାନେ କିପରି ସ୍ୱାବଲମ୍ବୀ ହୋଇପାରିବା ସହିତ ମହିଳା ସଶକ୍ତିକରଣ କରି ଦକ୍ଷତା ବୃଦ୍ଧି କରାଯିବ ତାହାପାଇଁ ଏକ ତାଲିମ ପ୍ରଦାନ ସହିତ ସଚେତନ କରାଯାଇଥିଲା । ଏସବୁକୁ କୃଷକ ସଙ୍ଗଠନରେ ସାମିଲ କରାଯାଇ ବିକ୍ରିର ମାଧ୍ୟମ ସୃଷ୍ଟି କରାଯିବା ସହିତ ଆଞ୍ଚଳିକ ଅବିବୃଦ୍ଧି କରାଯାଇ ପାରିବ ତାହାବ୍ଲକର ପ୍ରତ୍ୟେକଟି ଗ୍ରାମରେ ଡିଏମଫ ସହାୟତାରେ କାର୍ଯ୍ୟ କରାଯାଇଥିଲା । ଆଦିବାସୀ ଉନ୍ନୟନ ସଂସ୍ଥାରୁ ବୈଦେଶିକ ବିଶେଷଜ୍ଞ ସୁପ୍ରିୟା ନାଏକ,ସୁରଭି ଖରସେଲ, ରୁପଶ୍ରୀ ଖୁଣ୍ଟିୟା ଯୋଗ ଦେଇଥିଲେ ।

Related Posts

About The Author

Add Comment