ଭେଟେରାନ୍ ଅଭିନେତା ଜଗଦୀପଙ୍କର ପରଲୋକ

Spread the love

ମୁମ୍ବାଇ , ୦୮/୦୭/୨୦ (ସନ୍ଧାନ ନିଉଜ) : ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରୁ କ୍ରମାଗତ ଭାବରେ ଖରାପ ଖବର ଆସୁଛି। ପ୍ରସିଦ୍ଧ ହାସ୍ୟ ଅଭିନେତା ତଥା ହିନ୍ଦୀ ସିନେମାର ଅଭିନେତା ଜଗଦୀପ ଆଉ ଏହି ଦୁନିଆରେ ନାହାଁନ୍ତି। ବୁଧବାର ୮୧ ବର୍ଷ ବୟସରେ ଜଗଦୀପ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଜଗଦୀପଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ମାତ୍ରେ ତାଙ୍କ ପରିବାର ଏବଂ ବଲିଉଡରେ ଶୋକର ଲହରୀ ଖେଳିଯାଇଛି।

Related Posts

About The Author

Add Comment