ଭୁଲ୍ ରକ୍ତ ପାଇଁ ମହିଳାଙ୍କ ମୃତ୍ୟୁ ଘଟଣା; ମୃତକଙ୍କ ସ୍ବାମୀଙ୍କୁ ୩ ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦେଶ

Spread the love

ଭୁବନେଶ୍ୱର, ୪/୧/୨୦ (ସନ୍ଧାନ ନିଉଜ) : ଭୁଲ୍ ରକ୍ତ ପାଇଁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଘଟଣାରେ କ୍ଷତିପୂରଣ ଦେବା ପାଇଁ ମାନଧିକାର କମିଶନ ନିର୍ଦେଶ ଦେଇଛନ୍ତି। ମୃତ ମହିଳାଙ୍କୁ ସ୍ବାମୀଙ୍କୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦେଶ ହୋଇଛି। ଦୁଇ ମାସ ମଧ୍ୟରେ କ୍ଷତିପୂରଣ ଦେବାକୁ ସ୍ବାସ୍ଥ୍ୟ ସଚିବଙ୍କୁ କମିଶନ ନିର୍ଦେଶ ଦେଇଛନ୍ତି।

ସୂଚନଯୋଗ୍ୟ, ୨୦୧୬ ମସିହାରେ କେନ୍ଦୁଝର ସଦର ହସ୍ପିଟାଲରେ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ଭୁଲ୍ ରକ୍ତ ନେଇ ସୁକାନ୍ତି ନାୟକ ନାମକ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ରାଜ୍ୟ ମାନବାଧିକାର କିଶନ ନିଜ ପକ୍ଷରୁ ମାମଲା ରୁଜୁ କରିଥିଲେ।

Related Posts

About The Author

Add Comment