ଓଡିଆ ଭାଷା ସାହିତ୍ୟ କୁ ରୁଦ୍ଧିମନ୍ତ କରିବା ପାଇଁ ବିଭିନ୍ନ କବି, ଲେଖକ ତାଙ୍କର ପ୍ରୟାସ ଜାରି ରଖିଛନ୍ତି। ଏମିତି ଜଣେ ଲେଖକ ଙ୍କ କଲମ ରୁ ଭିନ୍ନ ଏକ ରେବତୀ ପୁସ୍ତକ ପ୍ରକାଶ ପାଇବ ଯାହା ବିଶ୍ୱାସ ଯୋଗ୍ୟ ନୁହେଁ। ସେ ଲେଖକ ଜଣକ ହେଉଛନ୍ତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ ଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ଗଣେଶ୍ଵର ଜେନା। ଜଣେ ଜଣାଶୁଣା ପ୍ରଶାସନିକ ଅଧିକାରୀ ହୋଇ ସାହିତ୍ୟ ପ୍ରତି ତାଙ୍କର ଅବଦାନ ସାରା ରାଜ୍ୟରେ ଗୁଞ୍ଜରିତ ହେଉଛି। ଶ୍ରୀଯୁକ୍ତ ଜେନା ତାଙ୍କ ରଚିତ ଭିନ୍ନ ଏକ ରେବତୀ ପୁସ୍ତକ କୁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ ଙ୍କ କର କମଳ ରେ ଲୋକାର୍ପିତ କରି ଛନ୍ତି। ସନ୍ଧାନ ଦୈନିକ ଖବର କାଗଜ ତାଙ୍କର ନିରାମୟ ଜୀବନ କାମନା କରୁଛି। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୂଜ୍ ସନ୍ଧାନ।
ଭିନ୍ନ ଏକ ରେବତୀ ପୁସ୍ତକ ରଚନା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ ଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ଗଣେଶ୍ୱର ଜେନା।
|
April 3, 2026 |



