ଅବକାରି ବିଭାଗ ଓ ମଦ ମାଫିଆ ମଧୁଚନ୍ଦ୍ରିକା ରେ ଚାଲିଛି ଦେଶୀ ମଦ ବେପାର ଭଦ୍ରକ ଭଦ୍ରକ ଜ଼ିଲ୍ଲା ରେ ଦିଘଦିନ ଧରି ନିଶାବେପାର ବନ୍ଦ ଥିବାବେଳେ ଏବେ ପୁଣି ଚାଲିଛି ଖୁଲମ ଖୁଲାରେ ଏଠି ଡେଲି ଚୋରାରେ ବିଦେଶୀ ଓ ଦେଶୀ ମଦ ବାହାରଜ଼ିଲ୍ଲାରୁ ଆସୁଥିବା ଖବର ସମସ୍ତଙ୍କୁ ଜଣା ତଥାପି କେହି ସେମାନଙ୍କୁ ନଧାରିବା ସମସ୍ତଙ୍କୁ ଆଶଯ୍ୟ କରିଛି. ଏମାନେ ସମସ୍ତ ଗଳି କାନ୍ଦି ରେ ଦେଶୀ ଓ ବିଦେଶୀ ମଦ ବେପାର କରିଛନ୍ତି, ନଛିପୁର, ନାଥସାହି, ବେହେରା ସାହି, ମିରିଜ଼ାପୁର, ମନ୍ଦିର ସାହି, ହାତୀସହି, ଇଚ୍ଛାପୁର, ବଙ୍କସ୍କୁଲ ଆଦି ଯାଗାରେ ଦେଶୀ ଓ ବିଦେଶୀ ମଦ ର ଆଢା ସ୍ଥଳୀ ପାଲିଟିଛି, ସବୁଜାଣି ଶୁଣି ଅବକାରୀ ବିଭାଗ ଓ ପୋଲିସ ମଦମାଫିଆ ଙ୍କୁ ଧରୁନି, ଆଗାମୀ ଦିନରେ ଯଦି ନ ଧରିବେ ଆଗକୁ ପରିସ୍ଥିତି ଆଦୌଳନ ହେବ ବୋଲି ଜନ ସାଧାରଣ ମାନେ ଚେତାବୋନି ଦେଇଛନ୍ତି ବାଲେଶ୍ୱର ଜ଼ିଲ୍ଲା ରୁ ଦେଶୀ ମଦ ଆଣୁଥିବା ମଦ ମାଫିଆ ମାନେ ରଘୁ, , ସୁବାସ, କାଳିଆ, ମନ, ପପୁ, ରବୀ,ଟିକନ ବେହେରା,ଗୋରା ବେହେରା, ଚଟୁଆ ବେହେରା, ଗୁପ ବେହେରା,ଶଙ୍କର ବେହେରା, ଜଗା ସାମଲ, ନୁଲା ସାମଲ, ନିନ ସାମଲ, ଯୁଗି ବେହେରା, ପୁନିଆ ବେହେରା,ରଞ୍ଜନ ବେହେରା, ଵାପିନ ବେହେରା, ପଙ୍କଜ ନାଥ, ଲିଟୁ ନାଥ ଆଦି ମାନେ ଭଦ୍ରକ ଜ଼ିଲ୍ଲା ର ବିଭିନ୍ନ ଜାଗା ରେ ଦେଶୀ ମଦ ଦେଉଛନ୍ତି, ସୂଚନା ଅନୁଯାଇ ଭଦ୍ରକ ସଦର ର iic ମମତା ଦାସ ଓ ମୁମୂଁ ବାବୁ ମଦ ମାଫିଆ ମାନଙ୍କୁ କହୁଛନ୍ତି ଯେ ଦେଶୀ ମଦ ବେପାର କରିବା ସହ ଆସକା 40 ସହ ଦେଶୀ ମଦ ମିକ୍ସ କର ବୋଲି କହୁଛନ୍ତି ଏହାର ସମାଧାନ ନ କଲେ ଆଗାମୀ ଦିନ ରେ… ହେବ
ଭଦ୍ରକ ଜ଼ିଲ୍ଲା ରେ ମାତିଛନ୍ତି ମଦ ବେପାର
|
September 10, 2026 |



