ବୋନସ ଦାବୀ ନେଇ ଡାକ କର୍ମଚାରୀ କଂ ଦାବୀ ପ୍ରଦର୍ଶନ

Spread the love

ହିଞ୍ଜିଳିକାଟୁ  21/10 (ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା) :- ହିଞ୍ଜିଳିକାଟୁ ୨୦/୧୦/୨୦ ଆଜି  ଜାତୀୟ ଡାକ କର୍ମଚାରୀ ମାନଙ୍କ ବୋନସ ପ୍ରଦାନକୁ ନେଇ ସମସ୍ତ ଡାକ କର୍ମଚାରୀ ଡାକ ମୁଖ୍ଯାଳୟ ଆଗରେ  ଦାବୀମୂଳକ ବିଭିନ୍ନ ସ୍ଳୋଗାନ ସହ ଧାରଣା ପ୍ରଦର୍ଶନ କରିଛନ୍ତି ।ତୁରନ୍ତ ବୋନସ ଜନିତ ଦାବୀ ପ୍ରଦାନ ନକରାଗଲେ ଆସନ୍ତା ୨୮/୧୦/,୬/୧୧,୧୯/୧୧ଏବଂ ୨୬/୧୧/୨୦ଭିତରେ ବିଭିନ୍ନ ସ୍ତରର ଦାବୀ ସହ ଶେଷଦିନରେ ସର୍ବଭାରତୀୟ ସ୍ତରରେ ଧାରଣା ମୂଳକ ପ୍ରତିବାଦ କରାଯିବ ବୋଲି ଏକ ବାର୍ତାରୁ ସୂଚନା ମିଳିଛି ।ଦିନକୁ ଦିନ ଏହି ଧାରଣା ପ୍ରତିବାଦ ତିବ୍ରତର କରାଯିବା ବୋଲି ସୂଚନାରେ କୁହାଯାଇଛି  । ଏଣୁ ବୋନସ ପ୍ରଦାନରେ ତୁରନ୍ତ ପଦକ୍ଷେପ ନେବା ସହ ବିଭିନ୍ନ ସମସ୍ଯାର ସମାଧାନ କରିବାକୁ ଡାକ କର୍ମଚାରୀ ମାନଙ୍କ ତରଫରୁ କୁହାଯାଇଛି । ଏହି ଧାରଣା  ନିର୍ଧାରିତ ତାରିଖ ମଧ୍ଯାହ୍ନ ଭୋଜନ ସମୟରୁ କଂଚିତ ସମୟ ବାହାର କରି ଧାରଣା ପ୍ରଦର୍ଶନ କରାଯିବ ବୋଲି ହିଞ୍ଜିଳି ଏସ ପି ଏମ ସୀତାରାମ ପ୍ରଧାନ ଏବଂ ଜି ଡି ଏସ ବିମଳ ପ୍ରଶାଦ କଂ ଠାରୁ ପ୍ରକାଶ

Related Posts

About The Author

Add Comment