ବିଶ୍ୱାସ ପକ୍ଷରୁ ଗରିବଙ୍କୁ ଖାଦ୍ୟ ଏବଂ ବସ୍ତ୍ର ବଂଟନ

Spread the love

ଯାଜପୁର, ୨/୧ (ସନ୍ଧାନ ନିୟୁଜ) ବିଶ୍ୱାସ ଓଡିଶା ପକ୍ଷରୁ ସ୍ଥାନୀୟ ମହାବିନାୟକ ଶୈବପୀଠ ପରସରରେ ଗରିବ ମାନଙ୍କୁ ଖାଦ୍ୟ ଏବଂ ବସ୍ତ୍ର ବଂଟନ କରାଯାଇଛି । ଏହାର ସଭାପତି ପ୍ରତୀକ ନାୟକ ଏବଂ ସୌମ୍ୟରଂନ ସ୍ୱାଇଁଙ୍କ ପରିଚାଳିତରେ ଏହାର ସଭ୍ୟ ଚନ୍ଦନ କୁମାର ଦେବତା, ଅଶୋକ ବେହେରା, ରକେଶ ନାୟକ, ସୁଦିପ୍ତ ନାୟକ ପ୍ରମୁଖ ମହାବନାୟକରେ ଖାଦ୍ୟ ପ୍ୟକେଟ୍ ଏବଂ ବସ୍ତ୍ର ବଂଟନ କରିଥିଲେ ।

Related Posts

About The Author

Add Comment