ବିମାନବନ୍ଦର ଛାତ ଭୁଶୁଡ଼ିବା ଘଟଣା : ୪ ଗିରଫ

Spread the love
ଭୁବନେଶ୍ୱର, ୨୬ /୧/୨୦ ସନ୍ଧାନ ନିଉଜ : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଛାତ ଭୁଶୁଡ଼ିବା ଘଟଣାରେ ଠିକାଦାର ସମେତ ୪ ଜଣଙ୍କୁ ପୋଲିସ ଗିରଫ କରିଛି। ଠିକାଦାର ଦିଲ୍ଲୀପ କନଷ୍ଟ୍ରସନ ମୁଖ୍ୟ ଦିଲ୍ଲୀପ ଖଟେଇ, ଏୟାରପୋର୍ଟ ଅଥରିଟି ଅପ୍‌ ଇଣ୍ଡିଆର ଏଜିଏମ୍‌ ଆଶିଷ ସରକାର, ନିର୍ମାଣ କାମରେ ନିୟୋଜିତ ଦୁଇ ଇଞ୍ଜିନିୟର ଅଭିଳାଶ ସରକାର ଓ ଗୌତମ ରାୟଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।

Related Posts

About The Author

Add Comment