ବିନା ଟେଷ୍ଟରେ ଓଡିଶା ଆସିପାରିବେନି ପ୍ରବାସୀ ଓଡିଆ, ହାଇକୋର୍ଟର ଗୁରୁତ୍ୱପୁଣ୍ଣ ରାୟ

Spread the love

କଟକ, (ସନ୍ଧାନ ନିୟୁଜ) ରାଜ୍ୟ ସରକାର ବିନା ଟେଷ୍ଟରେ ବହୁ ପ୍ରବାସୀ ଓଡିଆକୁ ଆଣିବା ପରେ ଯେଉଁ ପରିସ୍ଥିତ ସୃଷ୍ଟି ହୋଇଛି ଏବଂ ସେଥିରେ ଅଧିକ ସଂଖ୍ୟାର କରୋନା ପଜେଟିଭ ବାହାରୁଛନ୍ତି ତାହାକୁ ନେଇ ଆଜି ଉଚ୍ଚ ନ୍ୟାୟଳୟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଘୋଷଣା କରିଛନ୍ତି । ବିନା ଟେଷ୍ଟରେ ପ୍ରବାସୀ ଓଡିଆ ମାନେ ଓଡିଶା ଆସିପାରିବେନି ବୋଲି ନିଜର ରାୟରେ ପ୍ରକାଶ କରିବା ସହିତ ଟେଷ୍ଟରେ ନେଗେଟିଭ ଆସିବା ପରେ ସେମାନେ ଓଡିଶା ଆସିପାରିବେ । ଅନ୍ୟ ପଟରେ ଏହି ଟେଷ୍ଟ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବାକୁ ହାଇକୋର୍ଟ ରାୟରେ ପ୍ରକାଶ କରିଛନ୍ତି ।

Related Posts

About The Author

Add Comment