ଆଜି ରାତି ପ୍ରାୟ ୪ ଟାରୁ ୫ ଟା ସମୟରେ ଟାଙ୍ଗରଗାଁ ରୁ ପ୍ରାୟ ୩ କିଲୋମିଟର ଦୂର ତାଗାବାହଲ ଗ୍ରାମଠାରେ ୩ କେଭି ବିଦ୍ୟୁତ ତାର ସଂପର୍ଶରେ ଆସି ଏକ ହାତୀ ର ଘଟଣା ସ୍ଥାନରେ ହିଁ ମୃତ୍ୟୁ ହୋଇଯାଇଥିଲା I ଗାଁ ଲୋକଙ୍କ କହିବା ଅନୁସାରେ ବିଦ୍ୟୁତ ତାର ଟି ବହୁଦିନରୁ ବିପଦ ଜନକ ଅବସ୍ଥାରେ ଥିଲା , ବିଦ୍ୟୁତ ବିଭାଗର ଅବହେଳା ଯୋଗୁ ଏତେ ବଡ ଅଘଟଣ ଘଟିଯାଇଥିବା ଚର୍ଚାର ବିଷୟ ହେଉଛି
ବିଦ୍ୟୁତ ତାର ସଂପର୍ଶରେ ଆସି ହାତୀର ମୃତ୍ୟୁ
|
September 21, 2021 |


