Homeସହରଭୁବନେଶ୍ୱରବିଜେଡ଼ି ରାଜ୍ୟ ସଂପାଦକ ପଦରୁ ଶ୍ରୀ ସୁଶାନ୍ତ ଚୌଧୁରୀଙ୍କୁ ଅବ୍ୟାହତି ବିଜେଡ଼ି ରାଜ୍ୟ ସଂପାଦକ ପଦରୁ ଶ୍ରୀ ସୁଶାନ୍ତ ଚୌଧୁରୀଙ୍କୁ ଅବ୍ୟାହତି Manas Kumar Rout | June 14, 2018 | Spread the love ଭୁବନେଶ୍ୱର, ୧୩/୬ (ସନ୍ଧାନ ନିୟୁଜ୍) ବିଜୁ ଜନତା ଦଳର ରାଜ୍ୟ ସଭାପତି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟ ସଂପାଦକ ପଦରୁ ଶ୍ରୀ ସୁଶାନ୍ତ ଚୌଧୁରୀଙ୍କୁ ଅବ୍ୟାହତି ଦେଇଛନ୍ତି ବୋଲି ଦଳର ରାଜ୍ୟ ସଂପାଦକ ଶ୍ରୀ ବିଜୟ ନାୟକ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି । Related Posts ଅବସରପ୍ରାପ୍ତ ସେଲ କର୍ମଚାରୀ ସଂଘର ବୈଠକ December 18, 2020 | Sandhan News | ଅଧିକ ପଢନ୍ତୁ ରାକ୍ଷୀ ପୂର୍ଣ୍ଣିମାରେ ଭୁଲିଗଲେ ସାମାଜିକ ଦୂରତାକୁ ଫୁ! August 3, 2020 | Manas Kumar Rout | ଅଧିକ ପଢନ୍ତୁ ଉତ୍ତପ୍ତ ସହର ଭୁବନେଶ୍ୱର, ୪୧ ଡେଇଁଲା ତାପମାତ୍ରା April 14, 2020 | Manas Kumar Rout | ଅଧିକ ପଢନ୍ତୁ ଏଥର ରାକ୍ଷୀରେ ସାକ୍ଷୀ ରହିବ ତ୍ରୀରଙ୍ଗା! August 8, 2019 | Manas Kumar Rout | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.