ଫନି ପ୍ରଭାବରେ ଯାଜପୁର ଜିଲ୍ଲାରେ ୩ଜଣଙ୍କର ମୃତ୍ୟୁ, ବ୍ୟାପକ କଚ୍ଚା ଘର ଭାଙ୍ଗିଥିବା ସୂଚନା
ଯାଜପୁର,୪/୫ (ସନ୍ଧାନ ନିୟୁଜ) : ଯାଜପୁର ଜିଲ୍ଲାରେ ଫନି ବାତ୍ୟାରେ ୩ଜଣ ମୃତ୍ୟୁମୁଖରେ ପଡ଼ିଛନ୍ତି। ମୃତକମାନେ ହେଲେ ବିଂଝାରପୁର. ସିଂହପୁରର କେସି ଘଡେଇ ,
କୋରେଈ ମକୁନ୍ଦୁପୁରର. ବାବାଜୀ ଖଟୁଆ ଓ
ଯାଜପୁର ସୁଜନପୁରର କଳ୍ପତରୁ ପାରମାଣିକ
ସେହିପରି ବରୀ ବ୍ଲକ ଶୁକଳ ହାଟସାହିର ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି
ବାତ୍ୟା ସମୟରେ ପ୍ରବଳ ବର୍ଷା ଓ ଝଡ଼ତୋଫାନ ବେଳେ ଏମାନଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ମଧ୍ୟ ରହିଛି।



