ପ୍ରକାଶ ପାଇଲା ୨୦୨୨-୨୩ ବଜେଟ୍ ବିଜ୍ଞପ୍ତି: ଜାନୁଆରୀ ୩୧ରୁ ଆରମ୍ଭ ହେବ ଅଧିବେଶନ

Spread the love

ନୂଆଦିଲ୍ଲୀ, ୧୪/୦୧/୨୦୧୨ (ସନ୍ଧାନ ନିଉଜ): ବଜେଟ୍ ୨୦୨୨-୨୩ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆସନ୍ତା ଜାନୁଆରୀ ୩୧ରୁ ଆରମ୍ଭ ହେବାକୁ ଯାଉଛି ସଂସଦରେ ବଜେଟ୍ ଅଧିବେଶନ । ଚଳିତ ବର୍ଷ କେନ୍ଦ୍ରୀୟ ବଜେଟ୍ ଉପରେ ପୁରା ଦେଶର ନଜର ରହିଥିବା ବେଳେ ଫେବୃଆରୀ ୧ରେ ସଂସଦରେ ବଜେଟ୍ ଉପସ୍ଥାପିତ କରିବେ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ । ଏଥିପାଇଁ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

Related Posts

About The Author

Add Comment