Homeଓଡିଶାପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ- ୨୦୧୯ ରେଜଲ୍ଟ, ଟପ୍-୧୦ରେ ୩ ମହିଳା ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ- ୨୦୧୯ ରେଜଲ୍ଟ, ଟପ୍-୧୦ରେ ୩ ମହିଳା Sandhan News | October 8, 2021 | Spread the love ଭୁବନେଶ୍ୱର, : ପ୍ରକାଶ ପାଇଲା ବର୍ଷ ୨୦୧୯ର ଓଏଏସ୍ ପରୀକ୍ଷାଫଳ । ବିଭିନ୍ନ ବର୍ଗରୁ ୧୫୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ଟପ୍-୧୦ରେ ୩ଜଣ ମହିଳା ରହିଛନ୍ତି । ଓଏଏସ୍-୨୦୧୯ରେ ଅଶ୍ୱିନୀ କୁମାର ପଣ୍ଡା ଟପ୍ପର ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ ଅଙ୍କୁର ଅଭିଳାଷ ରହିଥିବା ବେଳେ ତୃତୀୟ ସ୍ଥାନରେ ରଶ୍ମୀରେଖା ପାତ୍ର ରହିଛନ୍ତି । Related Posts ଯୁବକ ବନ୍ଧୁ ପକ୍ଷରୁ ଚାରାରୋପଣ July 21, 2020 | Sandhan News | ଅଧିକ ପଢନ୍ତୁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ September 18, 2019 | Biswajit Parida | ଅଧିକ ପଢନ୍ତୁ ସିଲ ହୋଇ ଥିବା ମଦ ଦୋକାନରୁ ଚୋରି April 15, 2020 | Manas Kumar Rout | ଅଧିକ ପଢନ୍ତୁ ଲଟେରି ଲୋଭ ଦେଖାଇ ଅଢ଼େଇ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଲେ January 28, 2021 | 2005lindadavis1989 | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
ଲଟେରି ଲୋଭ ଦେଖାଇ ଅଢ଼େଇ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଲେ January 28, 2021 | 2005lindadavis1989 | ଅଧିକ ପଢନ୍ତୁ