ବଡ଼ଚଣା,୪/୨,(ସନ୍ଧାନ ନିଉଜ) ଯାଜପୁର ଜିଲ୍ଲା ଵୈ ରି ପୋଲିସ୍ ପଞ୍ଜାର ଚୋରା ବନ୍ଧୁକ କାରବାର କାରୀ ରାକେଟ , ବଡଚଣା ର ବିଭିନ୍ନ ଅଞ୍ଚଳ ର ୩ ଜଣ ଯୁବକ କୁ ଵୈ ରି ପୋଲିସ୍ ଥାନାରେ ଅଟକ ରଖି ପଚରାଉଚରା କରି ଥିବା ବେଳେ ଅଧିକ ତଦନ୍ତ ଜାରୀ ରଖି ଥିବା ଜଣାପଡିଛି। ସୂଚନା ଥାଉ କି, ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପୋଲିସ ଚୋରା ବନ୍ଧୁକ କାରବାର ହେଉ ଥିବା ସୂଚନା ପାଇ ଚଢ଼ାଉ କରି ଥିଲେ , ଚଢ଼ାଉ ବେଳେ ଘଟଣା ସ୍ଥଳରୁ ବନ୍ଧୁକ ଜବତ କରିବା ସହିତ ୭ ଜଣକୁ ଅଟକ ରଖିଥିବା ବେଳେ, ବଡ଼ଚଣା, ଛତିଆ ଏବଂ ଧର୍ମଶାଳା ଥାନା ଅନ୍ତର୍ଗତ କ୍ଷେତ୍ରପାଳ, ସୁଭଦ୍ରାପୁର ଅଂଚଳରୁ ୭ ଜଣ ଯୁବକକୁ ଉଠାଇ ନେଇ ଅଟକ ରଖି ପୋଲିସ ଅଧିକ ତଦନ୍ତ ଚଳାଇ ଥିବା ଜଣା ପଡ଼ିଛି।
ପୋଲିସ ପଞ୍ଝାରେ ଚୋରା ବନ୍ଧୁକ କାରବାର ଗ୍ୟାଙ୍ଗ
|
February 4, 2023 |
